ପୋଲସରା :09/10/21(ରଞ୍ଜୟ ପାଣିଗ୍ରାହୀ )ଗତକାଲି ସନ୍ଧ୍ୟାରେ ପଂଚାୟତ ର ସରପଞ୍ଚ, ସମିତି, ୱାର୍ଡ ମେମ୍ବର ସରକ୍ଷଣ ତାଲିକାପ୍ରକାଶ ପାଇଅଛି l 26ଗୋଟି ପଂଚାୟତ ମଧ୍ୟରୁ 15ଟୀ ପଞ୍ଚାୟତରେ ବିଭିନ୍ନ ଜାତିର ମହିଳା ମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଏହି ବ୍ଲକର 6 ଗୋଟି ପଂଚାୟତ ଏସସି ଓ ଏସଟୀ ହୋଇଅଛି l ଯାହାକୁନେଇ ଏହି ପଂଚାୟତ ର ଆଶାଇ ପ୍ରାଥୀମାନେ ହତାଶ ହୋଇ ଯାଇଥିବା ଦେଖିବାକୁ ମିଳୁଅଛି, ଅପର ପକ୍ଷେ ବିରୋଧୀଗୋଷ୍ଠି ଓ ସରକାର ଗୋଷ୍ଠିର କିଛି ସମର୍ଥକ ଏହାକୁ ଗ୍ରହଣ କରିବାକୁନାରା଼ଜ ଥିବା ଶୁଣି ବାକୁ ମିଳୁଅଛି l ଏହାବିରୁଦ୍ଧରେ କିଛି ପଂଚାୟତ ଗଞ୍ଜାମ କଲେକ୍ଟର ଙ୍କ ଦୃଷ୍ଟି ଆକଶ ଣ କରିବେବୋଲି ଗୁବଜ ମିଳୁଛି,ଏଠାରେ ଦେଖିବାକୁ ବାକି ରହିଲା ଏମାନଙ୍କ ଯୁକ୍ତି କେତେ ଗ୍ରହଣ ଜୋଗ୍ୟ,ବହୁତ ଆଚଯ୍ୟର କଥା ଯୋଉ 6ଟୀ ପଞ୍ଚାୟତ ରେ ଏସସି, ଏସଟୀ ହୋଇଛି ସେ ପଂଚାୟତ ମାନ ନୂଆକରୀ ହୋଇଥିବା ଯୋଗୁ କଣ ହେବ ଦେଖି ବାକୁ ବାକି ରହିଲା l ଏନେଇ ଆମ୍ଭେ ସବୁ ଦଳର ନେତା ମାନଙ୍କ ମତା ମତ ନେବା ପାଇଁ ଚାହିଁ ଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ l
Comments are closed.