ପୋଲସରା (ରଞ୍ଜୟ ପାଣିଗ୍ରାହୀ ) : ନୟାଗଡର 5 ବର୍ଷର ଶିଶୁ ପରୀ ହତ୍ୟା ଏବଂ କିଡ଼ନୀ ଚୋରି ଘଟଣାର CBI ତଦନ୍ତ ଦାବିଏବଂ ମନ୍ତୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବ୍ରହ୍ମପୁର ABVP ତରଫରୁ ଖଲିକୋଟ କଲେଜ ସାମ୍ନାରେ ବିକ୍ଷୋଭ ପ୍ରଦଶନ ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଷପୁଟୁଳିକା ଦାହ କରାଯାଇଥିଲା ଏଥିରେ ରେ ABVP ଗଞ୍ଜାମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ