ପୋଲସରା :(ରଂଜୟ ପାଣିଗ୍ରାହୀ)ପୋଲସରା ବ୍ଲକ ଅଂଚଳରେ କିଛିଦିନ ର ଅନ୍ତରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଯାଇଅଛି ।ଯାହାକି ପୋଲସରା ପୋଲିସ ପାଇଁ ପରୀକ୍ଷା ହୋଇଥିଲେ ମଧ୍ୟ ସବୁଥରପରି ଏଥର ମଧ୍ୟ ପୋଲସରା ପୋଲିସ ପରୀକ୍ଷା ରେ ସଫଳ ହୋଇଯାଇଛି ।ପୋଲସରା ପୋଲିସ ସବୁବେଳେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣା ର ମୋଡ କୁ ପରିଵର୍ତନ କରିଦେଇଥାଏ ଯାହାକି ପୋଲସରା ପୋଲିସ ରସଫଳ କହିଲେ ଅତୁକ୍ତି ହେବନାହିଁ ।ତାହାର ଜଳନ୍ତା ଉଦାହରଣ ଆଜି ର କଲମ୍ବଓ ମଧୁପୋଲିର ହୀରପୋଲି ଅଟେ।ଆଜି ସକାଳୁ ସକାଳୁ କଳମ୍ବ ପଞ୍ଚାୟତଗୋଦାମ ରେ ଚାଉଳ କୁ ନେଇ ବାପ ପୁଅ ମଧ୍ୟ ରେ ବଚସା ହୋଇ ବାପା ପୁଅକୁ ହାତରେ ଏକ ଚାପଡା ମାରିଦେବଫଳରେ କିଛି ସମୟ ପରେ ପୁଅ ର ମୁତୃ ହୋଇଯାଇଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୋଲସରା ପୋଲିସ ପଂହଁଚି ବାପାକୁ ଧରି ନେବାସହ ଅଭିଯୋଗ ପ୍ରକାରେ କେଶ ନମ୍ବର24/21କରିବା ସହ ଅନୁରୂପଭାବେ ମଧୁପୋଲି ପଂଚାୟତ ର ହୀରପୋଲି ଗ୍ରାମ ରେ ଜମି ଜମା କୁନେଇ ଗ୍ରାମବାସୀ ଓଏହି ଗ୍ରାମର ପ୍ରଭାକର ଗୌଡ଼ ମଧ୍ୟ ରେ ବଚସା ହେବାସହ ଗଣ୍ଡଗୋଳ ହୋଇଥିଲା ।ଯାହାଫଳରେ ଘଟଣା ସ୍ଥଳରେ ପ୍ରଭାକର ଙ୍କ ଜୀବନ ଚାଲିଯାଇଥିବା ତାଙ୍କ ପୁଅ ପୋଲିସ ଆଘରେ କହିଥୀବା ଦେଖିଥିବା ମିଳିଥିଲା ।ଏନେଇ ପ୍ରଭାକର ଙ୍କ ପୁଅଦେବନ୍ଦ୍ର କହିବା ପ୍ରକାରେ ପୋଲିସ କେଶ ନମ୍ବର 23/21ରୁଜୁ କରି କିଛି ଲୋକଙ୍କୁ ସନ୍ଦେହରେ ଥାନାକୁ ଆଣିପଚରାଉଚରା କରିବାସହ ଉଭୟଙ୍କ ପୋଷ୍ଟମଟାମ ରିପୋଟ ଆସିଲା ପରେ ପ୍ରକୁତ ଘଟଣା ର ସତ୍ୟ ଆସିଲାପରେ ଜଣା ପଡିବ ବୋଲି ଥାନାଧିକାରୀ ଜିତେନ୍ଦ୍ରକୁମାର ମଲୀକ କହିଛନ୍ତି।