Odisha news

ଆମେ ବିପଦରେ ସାଥି ପକ୍ଷରୁ ଡାକ୍ତରଖାନା ସଫେଇ , ବୃକ୍ଷରୋପଣ ଓ କାର୍ଯ୍ୟାଳୟ ସାନିଟାଇଜେସନ

0

ପାଣିକୋଇଲି : ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଆମେ ବିପରେ ସାଥି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମେ ପାଣିକୋଇଲି ଡାକ୍ତରଖାନାକୁ ସଫେଇ କରାଯିବା ସହ ବୃକ୍ଷରୋପଣ ଓ ଡାକ୍ତରଖାନା ପରିସରକୁ ସାନିଟାଇଜ କରାଯାଇଥିଲା । ପାଣିକୋଇଲି ଥାନାଧିକାରୀ ସସ୍ମିତା ସାହୁ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ସାଥି ମାନଙ୍କୁ ଉସôାହିତ କରିଥିଲେ । ଏଥି ସହିତ ପାଣିକୋଇଲି ଥାନା, ପାଣିକୋଇଲି ବିଦୁ୍ୟତ ଉପଖଣ୍ଡ କାର୍ଯ୍ୟାଳୟ, ବ୍ୟାଙ୍କ, ଏଟିଏମ ସହ ବିଭିନ୍ନ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁବାସ ଧଳ, ତାରିଣୀ ପଟ୍ଟନାୟକ, ମନମୋହନ ବାରିକ, ଅଶୋକ ବେହରା, ରବିନ୍ଦ୍ର ବେହେରା, ସୁଧାଶଙ୍କର ବିଶ୍ୱାଳ, ରାକେଶ ରଂଜନ ପଣ୍ଡା, ଶୁଭ୍ରାଂଶୁ ନାୟକ, ତପନ ମହାନ୍ତି, ସିଦ୍ଧାନ୍ତ ଧଳ, ବାଦଲ ନାୟକ, ସୁଦର୍ଶନ କୁଣ୍ଡୁ, ସୁଶାନ୍ତ ସେନାପତି, ପ୍ରଭାସ ସାହୁ, ବିକାଶ ପ୍ରଧାନ, ସମ୍ଭବ ସାହୁ, ଗୋଲକ ବିହାରୀ ପରିଡା, ଦିପ୍ତିରଂଜନ ପରିଡା, ନବଘନ ନାୟକ, ସତ୍ୟବ୍ରତ ପଣ୍ଡା, ବିଜୟାନନ୍ଦ କବି, ରାଜେନ୍ଦ୍ର କର, ମହେଶ୍ୱର ମହୀ, ଅଜୟ ସାହୁ, ଶିବ ପ୍ରସାଦ ବେହେରା, ଅଭିମନୁ୍ୟ ବେହେରା, ଅଜୟ ପୃଷ୍ଟିି, ଶ୍ୟାମ ସୁନ୍ଦର ଦାସ, କପିଳେନ୍ଦ୍ର ସାହୁ, ମହେଶ୍ୱର ଦାସ, ଧନୁଷ ଦଳାଇ, ଅନୁପ ବେହେରା, ଅଶ୍ୱନୀ ଧଳ, ଶ୍ରନିବାସ ସାହୁ ପ୍ରମୁଖ ଯୋଗଦେଇଥିଲେ

Leave A Reply