Odisha news

ମୋଦିଙ୍କ ଅଲ-ଇଣ୍ଡିଆ ହଟସ୍ପଟ୍ ଯୋଜନା : ଦୁଇ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ପ୍ରଧାନ ମନ୍ତ୍ରୀ ବାଣୀ ସ୍କିମ , ସ୍ୱଳ୍ପ ମୂଲ୍ୟର ସଂଯୋଗ ପ୍ରଦାନ କରିବ

0

ନୂଆଦିଲ୍ଲୀ : ଡ଼ିସେମ୍ବର ମାସ ଆରମ୍ଭରୁ ଘୋଷଣା ହୋଇଥିବା ପ୍ରଧାନ ମନ୍ତ୍ରୀ ବାଣୀ ସ୍କିମରେ ରୋଜଗାର ଓ ଉଦୟମିତଙ୍କ ପାଇଁ ଦୁଇ କୋଟିରୁ ଅଧିକ ରୋଜଗାର କ୍ଷମ କରାଯାଇପାରିବ l ଏହି କଥା ବି.ଆଇ .ଏଫ ଗୁରୁବାର ଦିନ କହିଛନ୍ତି l ବି.ଆଇ.ଏଫ ସାର୍ବଜନିକ WI-FI ମଡେଲ ପ୍ରଧାନ ମନ୍ତ୍ରୀ ବାଣୀର ବ୍ୟବହାର୍ଯ୍ୟକୁ ନେଇ ଭାଇରଲ କରାଯାଉଥିବା ଭୁଲ ସୂଚନାର ନିନ୍ଦା କରିଛିନ୍ତି ଓ କହିଛନ୍ତି ନୂଆ ଡ୍ରାଫ୍ଟରେ ଦୁଇ କୋଟିରୁ ଅଧକ ରୋଜଗାର ଓ ଉଦ୍ୟମ ଶିଳତାର ଅବସର ରହିଛି l

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେଦ୍ରିୟ ମନ୍ତ୍ରୀ ମଣ୍ଡଳରେ ଡ଼ିସେମ୍ବର ୯ ତାରିଖ ଦିନ ହୋଇଥିବା ବୈଠକରେ ପ୍ରଧାନ ମନ୍ତ୍ରୀ ବାଣୀ ସ୍କିମ ଲଞ୍ଚ କରିବାର ଫଇସଲା କରାଯାଇଥିଲା l

ପ୍ରଧାନ ମନ୍ତ୍ରୀ ବାଣୀର ଅର୍ଥ ହେଲା ପ୍ରଧନ ମନ୍ତ୍ରୀ WI -Fi ଆକ୍ସେସ ନେଟୱର୍କ ଇଣ୍ଟରଫେସ l ସରକ କହିଛନ୍ତି ଏହି ଯାଜନା ଦେଶରେ କ୍ରାନ୍ତି ଆଣିବ ଓ ସମସ୍ତଙ୍କୁ ଇଣ୍ଟର ନେଟ ସେବା ସୁଲଭ ଭାବରେ ମିଳିବ l ଦେଶର ସମସ୍ତ ନାଗରିକ ଯେଉଁଠିବି ରହିଲେ ଇଣ୍ଟର ନେଟର ବ୍ୟବହାର କରିପାରିବେ l

ବି.ଆଇ .ଏଫ  ଦ୍ୱାରା ସୂଚନା ଦିଆ ଯାଇଛି ଯେ ଦେଶରେ ବର୍ତମାନ ମୋବାଇଲ ଡାଟାର ମୂଲ୍ୟ ବୃଧି ହେବରେ ଲାଗିଛି ,ତେଣୁକରି ଜନସାଧାରଣ ପ୍ରଧାନ ମନ୍ତ୍ରୀ ବାଣୀ ସ୍କିମ ଜରିଆରେ ଶସ୍ତାରେ ମୋବାଇଲଦାତା ପାଇଁ ପାରିବେ l

ବି.ଆଇ .ଏଫ  ଦ୍ୱାରା ସାର୍ବଜନିକ WI -Fi କୁନେଇ ଦିଆଯାଇଥିବା ତଥ୍ୟକୁ କିଛି ଲୋକଙ୍କ ଦ୍ୱାରା ପ୍ରଚାର କରଯାଉଥିବା ଭୁଲ ସୂଚନାର ଜବାବ ଦେଇ କୁହ ଯାଇଛିଯେ ଗତ କିଛି ବର୍ଷରେ ସରକାର ଏହାକୁ ପ୍ରମାଣ କରିବାକୁ ଯାଏ ଅନେକ ତଥ୍ୟ ଦେଇଛନ୍ତି l ସରକାରଙ୍କର ପ୍ରମୁକା ଅନୁସନ୍ଧାନ ସଂସ୍ଥା ସି-ଡ଼ାର୍ଟ ଇଣ୍ଟର ନେଟ ସେବା ପ୍ରଦାନ କରୁଥିବା ସଂସ୍ଥା ମାନଙ୍କ ସହିତ ମିଶି ଅନେକ ପରୀକ୍ଷଣ କରିଛନ୍ତି l
ପ୍ରଧାନ ମନ୍ତ୍ରୀ ବାଣୀ ସ୍କିମ ଅନୁସାରେ ତିନିଟି ମୁଖ୍ୟ ୟୁନିଟ ରହିବ l

ପ୍ରଥମ ୟୁନିଟ ରହିବ ପବ୍ଲିକ ଡାଟା ଅଫିସ l ଏହି ଅଫିସର ନିୟମ ଅନୁସାରେ ଏଥିପାଇଁ ଲାଇସେନ୍ସ ,ଫିସ କିମ୍ବା ରେଜିଷ୍ଟ୍ରସନର ଆବଶ୍ୟକତା ନାହିଁ l

ଦ୍ୱିତୀୟ ୟୁନିଟ ପବ୍ଲିକ ଡାଟା ଏଗ୍ରୀଗେଟର ରହିବ , ଯେଉଁଥିରେ ପବ୍ଲିକ ଡାଟା ଅଫିସର ଅଥରାଇଜେସନକୁ ଦେଖାଯିବ l

ତୃତୀୟ ୟୁନିଟ ରେ ଏକ ନିର୍ଦ୍ଧିଷ୍ଟ APP ତିଆରି କରାଯିବା , ଯାହାକୁ ୟୁଜର ମାନେ ଡାଉନଲୋଡ କରିବେ

 

 

 

Leave A Reply