Odisha news

ଏହି ଖାତା ଧାରକ ମାନଙ୍କ ଆକାଉଣ୍ଟ କୁ ଆସିବ ଟଙ୍କା, ତୁରନ୍ତ ଯାଞ୍ଚ କରନ୍ତୁ କଣ ରହିଛି ସ୍କିମ

0

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୧ – ୨୨ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ୨୨.୫୫ କୋଟି ଟଙ୍କା PF କର୍ମଚାରୀ ମାନଙ୍କ ଖାତାକୁ ୮.୫୦ ପ୍ରତିଶତ ଦରରେ ସୁଧ ପଇସା ପଠା ଯାଇଛି l ନିକଟରେ ସେବା ନିବୃତି ନିଧି ଅଧିକାରୀ ଟୁଇଟ ରେ କହିଥିଲେ ଯେ ଅର୍ଥ ବର୍ଷ ୨୦ – ୨୧ ପାଇଁ ୨୨.୫୫ କୋଟି ଖାତା ରେ ୮.ପାଞ୍ଚଶହ ପ୍ରତିଶତ ସୁଧ ଖାତାରେ ଜମା କରି ଦିଅ ଯାଇଛି l ପିଏଫ କାଟୁଥିବା ସଂସ୍ଥା ଇପିଏଫଓ କର୍ମଚାରୀ ମାନଙ୍କ ଆକାଉଣ୍ଟ କୁ ପଇସା ଟ୍ରାନ୍ସଫର କରି ଦେଇଛନ୍ତି l ଏହାଦ୍ୱାରା ପାଖାପାଖି ୬ କୋଟି ରୁ ଅଧିକ କର୍ମଚାରୀ ଙ୍କୁ ଲାଭ ମିଳିବ l

ମିସ କଲ ଦେଇ ଯାଞ୍ଚ କରନ୍ତୁ ବାଲାନ୍ସ –
ଆପଣ ଯଦି PF ଖାତାଧାରକ ଓ ଆପଣଙ୍କ ମୋବାଇଲ ନମ୍ବର ଆପଙ୍କ ଖାତାରେ ଲିଙ୍କ ହୋଇଛି ତେବେ ଆପଣ ବିନା UNA ନମ୍ବର ବିନା ମଧ୍ୟ ନିଜର PF ଖାତାର ବାଲାନ୍ସ ଚେକ କରି ପାରିବେ l ଏଥିପାଇଁ EPFO ଖାତା ଧାରକ ମାନେ 011-22901406 ନମ୍ବର ରେ ମିସ କଲ କରି ବାଲାନ୍ସ ଚେକ କରିବେ l ଆପଣଙ୍କୁ ଏସଏମଏସ ଦ୍ୱାରା ସମସ୍ତ ତଥ୍ୟ ମିଳି ପାରିବ l

Leave A Reply

Your email address will not be published.