ହିନ୍ଦୁ ଧର୍ମର ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ପାନର ବ୍ୟବହାର ହୋଇଥାଏ : ଆସନ୍ତୁ ଜାଣିବା ପାନର ଚମତ୍କାରିତା ବିଷୟରେ
ଆମ ହିନ୍ଦୁ ଧର୍ମର ବିଭିନ୍ନ ପ୍ରକାରର ଶୁଭ କାର୍ଯ୍ୟରେ ପାନର ବ୍ୟବହାର ହୋଇଥାଏ । ପୂଜା ଠାରୁ ନେଇ ବିବାହ କାର୍ଯ୍ୟରେ ପାନ ର ବିଶେଷ ପ୍ରୟୋଗ ହୋଇଥାଏ । ଆମେ ଆଜି ଜାଣିବା କେତୋଟି ଗୁରୁତ୍ଵ ପୂର୍ଣ୍ଣ କଥା ପାନ କୁ ନେଇ । ସତ୍ୟ ନାରାୟଣ ପୂଜାରେ ବିଶେଷ ଭାବରେ ପାନ ର ପ୍ରୟୋଗ ହୋଇଥାଏ ।
Comments are closed.