Odisha news

ଶାରିରୀକ ସମ୍ପର୍କ ଅଭିଯୋଗରେ ଯୁବକ ଗିରଫ

ଧର୍ମଶାଳା, ୩୧ଅଗଷ୍ଟ : ଯାଜପୁର ସଦରଥାନା ଅନ୍ତର୍ଗତ ସିମିଳିଆ ପଂଚାୟତର ସଠିଆଟିକିରି ଗ୍ରାମର ସଂମ୍ପୃକ୍ତ ଯୁବତୀକୁ ପାଣିକୋଇଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜନୈକ ଯୁବକ ପ୍ରଥମେ ସମ୍ପର୍କ ଓ ପରେ ଶାରିରୀକ ସମ୍ପର୍କ…
Read More...

ବେଆଇନ ମାଙ୍କଡା ଖଣିରେ ଚଢଉ ୩ ଗାଡି ଜବତ

ଖୋର୍ଦ୍ଧା, ଅଗଷ୍ଟ ୩୧ : ଖୋର୍ଦ୍ଧା ତହସିଲ ପାଇକତିଗିରିଆ ରାଜସ୍ୱ ମୌଜାର ଚାନ୍ଦପୁର ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଖଣିରେ ଜିଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଗୋଟିଏ ଜେସିବି ସମେତ ଦୁଇ ଟ୍ରାକ୍ଟରକୁ ଜବତ କରାଯାଇଛି ।…
Read More...

ଏସସିବିରେ ୧୧୩ ଡେଙ୍ଗୁ ରୋଗୀ

କଟକ, ୩୧/୮ ସ୍ଥାନୀୟ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ମୋଟ ୧୧୩ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧିନ ଅଛନ୍ତି । ଡେଙ୍ଗୁ ୱାର୍ଡରେ ୧୦୧ ଜଣ ଏବଂ ଆଇସିୟୁରେ ୧୨ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ୧୨୭ଟି ନମୁନା…
Read More...

ଜାନୁୟାରୀ ୧ ସୁଧା ନୂତନ ଭୋଟର ନାମ ପଞୀକରଣ

ପୁରୀ : ସେପ୍ଟମ୍ବର ୧ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହି ପର ଠାରୁ ଅକ୍ଟବର ୩୧ ତାରିଖ ପର୍ଯ୍ୟନ୍ତ ସଶୋଂଧନ କାର୍ଯ୍ୟକ୍ରମ ଜାରୀ ରହିବ । ୨୦୧୯ ଜାନୁୟାରୀ ୧ ସୁଧା ଯେଉଂ ମାନଙ୍କର ୧୮ ହେଉଥିବ ସେମାନେ ନୂତନ…
Read More...

କାଠମାଣ୍ଡୁ ଘୋଷଣାନାମା ସହିତ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ

କାଠମାଣ୍ଡୁ : କାଠମାଣ୍ଡୁ ଘୋଷଣାନାମା ସହିତ ଚତୁର୍ଥ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା-ଓଲି ଶୁକ୍ରବାର କାଠମାଣ୍ଡୁ ଘୋଷଣାନାମା ଉପସ୍ଥାପନ କରିଥିଲେ ଏବଂ ପ୍ରତ୍ୟେକ ସଦସ୍ୟ…
Read More...

କାଲି ଉଦଘାଟିତ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆସନ୍ତାକାଲି  ଶନିବାର ଦିନ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ…
Read More...

୪ହଜାର ଟଙ୍କାରେ ଘରକୁ ନିଅନ୍ତୁ ୪୫ହଜାର ଟଙ୍କାର ହୋଣ୍ଡା ସ୍କୁଟରକୁ

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ନିଜର ନୂଆ ମଡେଲ ସ୍କୁଟରରେ ଗ୍ରାହକ ମାନଙ୍କ ପାଇଁ ଭଲ ଅଫର ଦେଇଛି। ‘ହୋଣ୍ଡା ଟୁ ହ୍ୱୁଇଲର୍ସ ଇଣ୍ଡିଆ’ ନିଜର ନୂଆ ମଡେଲ ସିଏଲଆଇକ୍ୟୁର ବଜାର ପ୍ରବେଶ କରାଇବା…
Read More...

ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପିତ , ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର…

ବଲାଙ୍ଗିର: ଆଜି ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜକୁ ଲୋକର୍ପିତ କରିଛନ୍ତି…
Read More...

ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ପରଦାକୁ ଆସିଲା

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍‌ଙ୍କ ଥମ୍‌ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍‌। ମୁଖ୍ୟତଃ…
Read More...

ପାଣି ହୀରାକୁଦର ୧୫ଟି ଗେଟରେ ଛଡ଼ାଯାଉଛି : ଜଳସ୍ତର ତଳମୁଣ୍ଡରେ କମିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇବା ପରେ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩ ଦଶମିକ୍ ସାତ ୧୨ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ୩ଲକ୍ଷ ୧୭ ହଜାର ୫୨୨…
Read More...