Odisha news

ଜାନୁୟାରୀ ୧ ସୁଧା ନୂତନ ଭୋଟର ନାମ ପଞୀକରଣ

0

ପୁରୀ : ସେପ୍ଟମ୍ବର ୧ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହି ପର ଠାରୁ ଅକ୍ଟବର ୩୧ ତାରିଖ ପର୍ଯ୍ୟନ୍ତ ସଶୋଂଧନ କାର୍ଯ୍ୟକ୍ରମ ଜାରୀ ରହିବ । ୨୦୧୯ ଜାନୁୟାରୀ ୧ ସୁଧା ଯେଉଂ ମାନଙ୍କର ୧୮ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞିକରଣ କରିପାରିବେ । ନୂତନ ଭୋଟର ଭାବେ ନାମ ପଞିକରଣ ଲାଗି ର୍ଫମ ନଂ ୬ରେ ଆବେଦନ କରିବାକୁ ପଡିବ । ଚୁଡାନ୍ତ ସଶୋଂଧିତ ଭୋଟର ତାଲିକା ୨୦୧୯ ଜାନୁୟାରୀ ୪ରେ ପଞିକରଣ ଅଧିକାରୀ ଉପଜିଲ୍ଲାପାଲଙ୍କ ଦ୍ୱାରା ପ୍ରକାଶିତ ହେବ । ୨୦୧୪ ସାଧାରଣ ନିର୍ବାଚନରେ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳିରେ ୧୫୩୮ଟି ବୁଥ ରହିଥିଲା । ବର୍ତମାନ ୫୫ ନୂତନ ବୁଥ କରାଯାଇଛି ।

Leave A Reply

Your email address will not be published.