Odisha news

ବିହାର ମତଦାନ ର ପରିଣାମ ପରେ ଅଵେଶୀ ନେଲେ ମହାଗଠବନ୍ଧନ ର ମଜା

0

ବିହାର ମତଦାନ ର ପରିଣାମ କୁ ନେଇ AIMAM ସୁପ୍ରିମୋ ଓବେଶୀ ଗୋଟିଏ ବଡ଼ ବୟାନ ଦେଇଛନ୍ତି, ଓବେସୀ ମହାଗଠବନ୍ଧନ ଦୁଃଖଦାୟକ ପରାଜୟ ପରେ ନିଜ X ହ୍ୟାଣ୍ଡେଲ ରେ ଲେଖିଛନ୍ତି ଯେ ‘ ଆଲ୍ହା ଯେଉଁ ସଫଳତା ଦେଇଛନ୍ତି ଏହାପରେ ମଧ୍ୟ ବିହାର ର ରାଜନୀତି  କୁ ଭୁଲିବେ ନା ଛାଡ଼ିବେ ,  ଓବେସୀ ମହାଗଠବନ୍ଧନ ର ନେତାଙ୍କୁ ତିରସ୍କାର କରିଛନ୍ତି, ଏବଂ ମୁସଲିମ ସମାଜର ଲୋକଙ୍କୁ ଅପିଲ କରି କହିଛନ୍ତି ଯେ ଆପଣ ମାନେ ଭୋଟର ଆଉ ହୁଅନ୍ତୁ ନାହିଁ, ବରଂ ଆପଣମାନେ ସିଟୀଜେଂ ହୋଇ ଯାଆନ୍ତୁ, ଆପଣମାନେ ସିଟୀଜେନ ହୋଇ ନିଜର ସ୍ୱାର୍ଥ ହାସଲ କରିପାରିବେ l

ଓବେସୀ ତୁଷ୍ଟିକରଣ କରି କହିଛନ୍ତି ଯେ ରାଜନେତା ଜାଣିବା ଜରୁରୀ ଯେ ମୁସଲମାନ କାହାର ଜାଗିରି ନୁହନ୍ତି, ଯାହା ହୁକୁମ ମିଳିବ ତାକୁ ନେଇ ତୁରନ୍ତ କାମ କରିବେ, ଗତ ମତଦାନ ରେ ତାଙ୍କ ଚାରିଜଣ ବିଧାୟକ ଙ୍କୁ rjd ହରାଇଥିଲା, କିନ୍ତୁ ସେମାନେ ଭୟଭୀତ ନହୋଇ ସେହି ଅଂଚଳକୁ ଯାଇ କଠିନ ପରିଶ୍ରମ କରି ଜନସାଧାରଣ ଙ୍କ ବିଶ୍ୱାସ ଜିତି ୫ଟି ସିଟ ରେ ବିଜୟ ହାସଲ କରିଛନ୍ତି l ଏଇଟା କୁ ହିଁ କହନ୍ତି ରାଜନୀତି l

Leave A Reply