Odisha news

ଜିଲ୍ଲାର ରେ ଟିକା ନେଲେଣି ୧ ଲକ୍ଷ ୫୨ ହଜାର ୮୩୫ ଜଣ

ନୂଆପଡା-୧୭/୭ (ସୁରେନ୍ଦ୍ର ପ୍ରସାଦ ତିୱାରି ) ନୂଆପଡା ଜିଲ୍ଲାରେ କୋଭିଡ ଟିକାଦାନ କାର୍ଯ୍ୟକ୍ରମକିଛି ଦିନ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି। ଜିଲ୍ଲାରେ ୧ଲକ୍ଷ ୫୨ ହଜାର ୮୩୫ ଜଣ ନାଗରିକ ନେଲେଣି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏକ ତାଲିକା ରୁ ଜଣା ପଡ଼ଛି। ଆଜି ପର୍ଯ୍ୟନ୍ତସବୁ ବର୍ଗ ର ନାଗରିକ ୧ ଲକ୍ଷ ୩ ହଜାର ୪୫୯ ଜଣ ପ୍ରଥମ ଡୋଜ ଟିକା ନେଇ ଥିବା ବେଳେ ୪୯ ହଜାର ୩୭୬ ଜଣ ଦ୍ବିତୀୟ ଡୋଜ ଟିକା ପ୍ରଦାନ କାରା ଯାଇଛି। ଜିଲ୍ଲାରେ ଟୀକା ନେବା ପାଇଁ ପ୍ରାୟ ସବୁବର୍ଗ ଲୋକଙ୍କ ଠାରେ ଉତ୍ସାହ ଦେଖିବାକୁ ମିଳୁଛି।

Comments are closed.