Odisha news

ଜଂକିଆ ପୋଲିସର ଚଢ଼ଉ: ଦୁଇ ପଥର ବୋଝେଇ ଟ୍ରକ ଜବତ

0
ନିରାକାରପୁର,୯/୮: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛିମା ଅଞ୍ଚଳ ରୁ ଆଜି ଜଂକିଆ ପୋଲିସ ଚଢ଼ଉ କରି ଦୁଇଟି ଚୋରା ଚାଲାଣ ହେଉଥିବା ପଥର ବୋଝେଇ ଟ୍ରକ ଜବତ କରିଛି। ଦୁଇଟି ଗାଡି ନଂ ଓଆର୍ ୦୨ ବିଇ ୧୭୪୦ ଓ ଗାଡି ନଂ ଓଡି ୨୫ ସି ୪୧୦୯ ଗାଡ଼ିରେ ଚ୍ଛିମା ଅଞ୍ଚଳ ବେଆଇନ ଖଣିରୁ ଚୋରା ମାଙ୍କଡ଼ା ପଥର ଚାଲାଣ ବେଳେ ଜଂକିଆ ପୋଲିସ ଚଢ଼ଉ କରି ଗାଡ଼ିକୁ ଜବତ କରି ଥିବା ବେଳେ ଚାଳକ ଫେରାର ହୋଇ ଯାଇଛନ୍ତି।
Nalco
Leave A Reply