ଢ଼େଙ୍କିକୋଟ ତା ୮. ୮. ୨୩ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତିୟ ରାଜପଥ ପିପିଳିଆ କଲେଜ ସାମ୍ନାରେ ଆଜି ରାତି ରେ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଛନ୍ତି l ମୃତକ ଜଣକ ହେଲେ ପର୍ଶୁରାମପୁର ଗ୍ରାମର ସୁବାଷ ମହାକୁଡ଼ ବୋଲି ଜଣାପଡିଛି l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧୀକାରୀ ଘଟଣା ସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି ଓ ଶବକୁ ଜବତ କରିଛନ୍ତି l ସ୍ତାନିୟ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତା ରୋକ କରିଛନ୍ତି l
