Odisha news

ନାଲସିହରେ ବିଜେପି ର ବୁଥ କମିଟି ଗଠିତ

0
ନିରାକାରପୁର,୧୮/୬:   ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ୧୬୨ ନମ୍ୱର୍ ବୁଥ ଅଚ୍ୟୁତପୂର୍ ପଞ୍ଚାୟତ ନାଳସିଂହ ଗ୍ରାମରେ ଆଜି ବିଜେପି ରାଜ୍ୟ କାର୍ଯ୍ୟ କରଣୀ ସଦସ୍ୟ ତଥା ଗତ ଥର ର ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡୟତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ହୋଇଥିବା ବେଳେ ୪୧ ଜଣିଆ ବୁଥ କମିଟି ଗଠନ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂଯୋଜକ ଆଶିଷ କୁମାର ବାରିଶଲ, ବିଜେପି ମଣ୍ଡଳ ସଭାପତି ବିପିନ କୁମାର ପାଲଟାସିଂହ, ମଣ୍ଡଳ ସାଧାରଣ ସମ୍ପାଦକ ଗଙ୍ଗାଧର ଚଂପତି, ବିଜେପି ନେତା କିଶୋର ବରାଳ ଓ ୱାର୍ଡ ମେମ୍ବର ବୁଲୁ ବଳବନ୍ତରାୟ ପ୍ରମୁଖ ଙ୍କ ସମେତ ଅନେକ ବିଜେପି କର୍ମୀ ଯୋଗ ଦେଇଥିଲେ।

Leave A Reply