ନିରାକାରପୁର,୨୨/୫: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକ ଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୫ ଲିଟର ବିଦେଶୀ ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ କି ଚୋରା ବିୟର ନେଇ ଯାଉଥିବାବେଳେ ଗଡିଶାଗଦା ଥାନା ଅନ୍ତର୍ଗତ ଗୋପିନାଥପୁର ର ନିରଞ୍ଜନ ସାହୁ ଓ ପାଇକିମାରା ର ଅମୂଲ୍ୟ ସ୍ୱାଇଁ ଙ୍କ ଠାରୁ ୧୫ .୬୦୦ ଲିଟର ବିୟର ଜବତ କରାଯିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।