Odisha news

ଜିଲ୍ଲା ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଭାବେ କମଳଲୋଚନ ପଣ୍ଡା ମନୋନୀତ

0

ନୀଳଗିରି-୨୩/୦୭ : -ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ କମିଟିରେ କମଳଲୋଚନ ପଣ୍ଡାଙ୍କୁ ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ଭାଇଙ୍କୁ କମଳ ଲୋଚନ ପଣ୍ଡା ଧନ୍ୟବାଦ ଜଣାଇବା ସହଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି,ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ଭୋଇ ଏବଂନୀଳଗିରି ବ୍ଲକ ସଭାପତି ମନୋରଂଜନ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply