ସିଙ୍ଗର୍ ନେହା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନେହା ଏବେ ସମସ୍ତ ସିଙ୍ଗର୍ଙ୍କୁ ପଛରେ ପକାଇ ଇଣ୍ଟରନାଶନାଲ ସିଙ୍ଗର୍ ହୋଇଛନ୍ତି । ସେ ଏବେ ୟୁଟୁବ୍ରେ ସବୁଠୁ ଅଧିକ ସର୍ଚ୍ଚ କରାଯାଊଥିବା ଫିମେଲ୍ ଆଟିଁଷ୍ଟଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଶୀର୍ଷରେ ଅଛନ୍ତି ଆମେରିକାଲ ରାପର୍ କାର୍ଡି ବି । ଏହି ତାଲିକାରେ ନେହା ଏକମାତ୍ର ଭାରତୀୟ । କାର୍ଡିଙ୍କୁ ୪୮୦ କୋଟି ଲୋକ ୟୁଟୁବ୍ରେ ସର୍ଚ୍ଚ କରିଥିବାବେଳେ ନେହାଙ୍କୁ ସର୍ଚ୍ଚ କରିଛନ୍ତି ୪୫୦ କୋଟି ଦର୍ଶକ ।େ ନ ହ । ଇ ନ ୍ ଷ୍ଟ । ଗ ୍ର । ମ ୍ ଜରିଆରେ ଏ ବିଷୟରେ ସୂଚନା ଦେଇ ଫ୍ୟାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।