Odisha news

୩ ବର୍ଷ ଶିଶୁ ଶରୀରରୁ ମିଳିଲା ୧୧ ଛୁଞ୍ଚି

0

ତେଲଙ୍ଗାନା : ତେଲଙ୍ଗାନାର ବାନାପର୍ଥୀ ଜିଲ୍ଲା ବିପନଗଣ୍ଡଲା ଗæôର ୩ ବର୍ଷ ବୟସର ଶିଶୁ ଶରୀରରୁ ୮ଟି ଛୁଞ୍ଚି ଅପରେଶନ୍‌ କରି ବାହାର କରାଯାଇଛି । ୬ ମାସ ହେବ ତା ପେଟ ଦରଜ ହେଉଥିଲା । ଏହି ଶିଶୁର ପିଠି ଓ ଗୁପ୍ତାଙ୍ଗରେ ଛୁଞ୍ଚି ଥିଲା । ତା ପେଟ ଦରଜ ହେଲେ ମା-ବାପା ଅଶୋକ ଓ ଅନ୍ନପୂର୍ଣ୍ଣା ଡାକ୍ତର ପାଖକୁ ନେଉଥିଲେ । ଥରେ ପିଲାର ପିଠିରେ ଗୋଟିଏ ଛୁଞ୍ଚି ଦେଖି ଅନ୍ନପୂର୍ଣ୍ଣା ଚମକି ଉଠିଲେ । ଏକ୍ସ- ରେ ରିପୋର୍ଟରୁ ଜଣାଗଲା ଶରୀରରେ ୧୧ ଛୁଞ୍ଚି ଅଛି । ଡାକ୍ତର ଶ୍ରୀନିବାସ ରେଡ୍‌ଡୀ କହିଛନ୍ତି, ‘ଅପରେଶନ୍‌ କରାଯାଇ ୮ଟି ଛୁଞ୍ଚି ବାହାର କରାଯାଇଛି । ପରେ ବାକି ଛୁଞ୍ଚି ବାହାର କରାଯିବ ।

Leave A Reply