Odisha news

ଏଟିଜିଏମ୍ ର ସଫଳ ପରୀକ୍ଷଣ ଲାଗି ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

0

ଭୁବନେଶ୍ୱର, ୨୩ ସେପ୍ଟେମ୍ବର – ଲେଜର ଗାଇଡେଡ୍ ଆଂଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲ୍ (ଏଟିଜିଏମ୍‌)ର ସଫଳ ପରୀକ୍ଷା କରିଥିବାରୁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ଦୃଢ଼ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave A Reply