Odisha news

ବାରାଣାସୀରୁ ବିପୁଳ ବିଜୟ ହାସଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ବାରାଣାସୀ : ବାରାଣାସୀରୁ ବିପୁଳ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କଂଗ୍ରେସର ଅଜୟ ରାୟଙ୍କ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି । ୩ୟ ସ୍ଥାନରେ ରହିଛନ୍ତି ବହୁଜନ ସମାଜ ପାର୍ଟିର ଆଥେର ଜମାଲ ଲାଗି । ତାଙ୍କୁ ୩୩ ହଜାର ୭୬୬ ଭୋଟ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରୁ ଜିତିବାର ହ୍ୟାଟ୍ରିକ୍ କରିଥିଲେ ବି ଏଥର ତାଙ୍କର ଭୋଟ ବ୍ୟବଧାନ ଯଥେଷ୍ଟ ହ୍ରାସ ପାଇଛି । ୨୦୧୪ ଓ ୨୦୧୯ରେ ସେ ବାରାଣାସୀରୁ ଯଥେଷ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Leave A Reply