Odisha news

ରାମଚଣ୍ଡୀ ବେଳାଭୂମିରେ ମରୁଛନ୍ତି ଜେଲିଫିସ, ଜେଲିଫିସ କୁ ବିରଳ ସାମୁଦ୍ରିକ ଶଙ୍ଖ ଓ କଙ୍କଡ଼ା ଖାଉଛନ୍ତି ।।

0

କୋଣାର୍କ :-ଏବେ କରୋନାର ପ୍ରଭାବ ଜାରି ରହିଛି କରୋନା ପାଇଁ ଲକଡ଼ାଉନ ଜାରି ରହିଛି ଫଳରେ ସମୁଦ୍ରରୁ ମାଛ ଧରାଯିବା ଏକପ୍ରକାର ଠପ୍ ହୋଇଯାଇଛି ମାତ୍ର ଏହା ସତ୍ତ୍ବେ ମଧ୍ୟ ଚନ୍ଦ୍ରଭାଗା ବେଳାଭୂମିରେ ଜେଲିଫିସ ମରିପଡ଼ୁଥିବାର ଦେଖାଯାଇଛି ବେଳାଭୂମିରେ ମରି ପଡ଼ୁଥିବା ଜେଲିଫିସ ଗୁଡ଼ିକୁ ବିରଳ ସାମୁଦ୍ରିକ ଶଙ୍ଖ କଙ୍କଡ଼ା ଖାଉଥିବାର ପରିଲକ୍ଷିତ ହୋଇଛି ତେବେ ପ୍ରବଳ ରୌଦ୍ରତାପରରୁ ଜେଲିଫିସ ଗୁଡ଼ିକ ମରୁଥିବାର ଚର୍ଚ୍ଚା ହେଉଛି ଆଜି ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମଧ୍ୟରେ ବିଭିନ୍ନ ସ୍ଥାନରେ ଜେଲିଫିସ ମରିପଡ଼ିଥିବାର ଦେଖିବାକୁ ମିଥିଲା

 

 

 

Leave A Reply