Odisha news

କୋଭିଡ ମୁକାବିଲା ପାଇଁ ଆଇନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି କୁ ୨ ଲକ୍ଷ ଟଙ୍କା ପ୍ରଦାନ

0

ଭୁବନେଶ୍ୱର : ୨୦ ଅପ୍ରେଲ୍‍,୨୦୨୦ :ରାଜ୍ୟରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ଆଜି ରାଜ୍ୟସରକାରଙ୍କ ଆଇନ ବିଭାଗ
ପକ୍ଷରୁ ୨ ଲକ୍ଷ ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି  ଓ.ସି.ଏମ୍‍.ଆର.ଏଫ୍‍ କୁ ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ଅସିତ ତି୍ରପାଠୀଙ୍କୁ ଏହି ଅର୍ଥ ରାଶିକୁ ଚେକ୍‍ ଆକାରେ ରିଲିଫ୍‍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Leave A Reply