Odisha news

ଧୁମଧାମରେ ଶାରଦୀୟପୂଜା ଆରମ୍ଭ

0

କୁଆଖିଆ-୨୩/୧୦ : ରସୁଲପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଯଥା ଭୋଟକା ମିରଜାପୁର କରଂଜିଆରି ହରିପୁର ଶୀ୍ରବନ୍ତପୁର ଆଦି ସ୍ଥାନରେ ଦୁର୍ଗା ପୂଜା ଧୁମଧାମରେ ଆଜି ଠାରୁ ପାଳିତ ହେଉଛି । ଭଗତଭଗବାନଠାରେ କର୍ତା ଅମୂଲ୍ୟ କୁମାର ପଣ୍ଡା,କର୍ତି ସୁନିତା ପଣ୍ଡା,ଉପକର୍ତା ସୁବାସ ଜେନା,କର୍ତି ପ୍ରମୋଦିନୀ ଜେନା ଦୁର୍ଗା ପୂଜା ଯଜ୍ଞ ପରିଚାଳନା କରୁଛନ୍ତି ।

ଏହାକୁ ଅକ୍ଷୟ କୁମାର ଜେନା,ଭାରତ ଭୁଷଣ ଜେନା,ବାସୁଦେବ ପଣ୍ଡା,ଜିତେନ୍ଦ୍ର ମହାନ୍ତି,ଦିନବନ୍ଧୁ ମହାନ୍ତି,ପ୍ରକାଶ ଜେନା,ଜଗବନ୍ଧୁ ଓଝା,ସୁଶାନ୍ତ ନାୟକଅଦେ୍ର୍ଧନ୍ଦୁ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ବଡକଇଁଚି ପଂଚାୟତପାଂଚଗୋଛିଆ ଗ୍ରାମରେ ୬୧ ବର୍ଷ ଧରି ହରଗୈାରୀ ପୂଜା ପାଳିତ ହେଉଅଛି ।

ଏଥିରେ ପୂଜକ ବିଶ୍ୱ ରଂଜନ ରଥ ,ଦିପେଶ ଦ୍ୱିବେଦୀ ,ଡୁନା ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ସ୍ୱାଇଁ ପ୍ରକାଶ ସାହୁ,ସୋ÷ମ୍ୟ ରଂଜନ ରାଉତ,ଅଭିମନୁ୍ୟ ତରାଇ,ବିଭୁତି ତରାଇ, ଜଗଦୀଶ ତରାଇ, ନିରଂଜନ ତରାଇ,ତପନ ତରାଇ,ମହେଶ୍ୱର ତରାଇ,ସିନୁ,ପୁପୁନା,ବୁଲା,ମଣିଆ,ବୁବୁନା, ମାନସ,ମନ,ନନ୍ଦିଆ,ପପୁ,କୁନୁକୁନୂମଇନ,ମିଂଜା,ସୈମ୍ୟ ରଂଜନ ରଥ,ପ୍ରଶାନ୍ତ ତରାଇ,ନିକୁଂଜ ରଥ,ପ୍ରମୁଖଙ୍କ ସହ ଗ୍ରାମବାସୀ ପୂଜା କାର୍ଯ୍ୟରେ ସହଯୋଗ ଜାରିରଖିଛନ୍ତି ।

Nalco
Leave A Reply