Odisha news
Browsing Tag

famous durga puja from odisha

ଏଥର ସୁନା-ଚାନ୍ଦିରେ ଝଟକିବେନି ମା’

ହିମାଂଶୁ ଶେଖର ଆଚାର୍ଯ୍ୟ : ପର୍ବପର୍ବାଣିର ରାଜ୍ୟ ଓଡିଶା । ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ତନ୍ମଧ୍ୟରୁ ଦଶହରା ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଦଶହରା ଆଣେ ପାର୍ବଣର ପରିବେଶ । ସାରା ରାଜ୍ୟରେ ଗାଁଠାରୁ ସହର…
Read More...

ଧରା ପୃଷ୍ଠରେ ମା ଦୁର୍ଗା : ପୂଜାରେ ଘରୁ ବାହାରିବା ନାହିଁ

ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ଜଗତ ଜନନୀ ମା’ ଦୁର୍ଗା ପୃଥୀବୀ ପୃଷ୍ଠକୁ ଅବତରଣ କରି ଆସିଛନ୍ତି । ପ୍ରତିବର୍ଷ ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ଭସାଣି ଉସôବ ପର୍ଯ୍ୟନ୍ତ ସର୍ବତ୍ର ଲାଗି ରହିଥାଏ ଊସôବର ମାହୋଲ ।…
Read More...

ଧୁମଧାମରେ ଶାରଦୀୟପୂଜା ଆରମ୍ଭ

କୁଆଖିଆ-୨୩/୧୦ : ରସୁଲପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଯଥା ଭୋଟକା ମିରଜାପୁର କରଂଜିଆରି ହରିପୁର ଶୀ୍ରବନ୍ତପୁର ଆଦି ସ୍ଥାନରେ ଦୁର୍ଗା ପୂଜା ଧୁମଧାମରେ ଆଜି ଠାରୁ ପାଳିତ ହେଉଛି । ଭଗତଭଗବାନଠାରେ କର୍ତା ଅମୂଲ୍ୟ…
Read More...