Odisha news

ଖୋର୍ଦ୍ଧା : କୋଭିଡରେ ଜଣେ ମୃତ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଚିକିସôା ଲାଗି ଆସିଥିବା ଜଣେ ମୃତ ବ୍ୟକ୍ତିଙ୍କ କରୋନା ପଜିଟିଭି ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ଼ଲାଇନ ଅନୁଯାୟରୀ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶବ ଦାହ କରାଯାଇଛି । ମୃତକ ହେଲେ ବୋଲେଗଡ ଥାନା ପିଚୁକୁଳି ମଗୁରା ଗ୍ରାମର ମାନସ ଛୋଟରାୟ(୩୫) ।

ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହ ଧରି ଜ୍ୱରରେ ପିଡିତ ହୋଇ ମେଡିସିନ ଖାଇ ଚିକିସôିତ ହେଉଥିଲେ । ମଙ୍ଗଳବାର ଶରୀର ବିଶେଷ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିସôାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ହେବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ରିପୋର୍ଟ ପଜିଟିଭ ଆସିବା ପରେ ମେଡିକାଲ କର୍ତିୁପକ୍ଷ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କୋଭିଡ ଟିମ୍ ପହଁଚି ତାଙ୍କୁ ଭୁବନେଶ୍ୱର ନେଇଥିଲେ ।

Leave A Reply