ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲାରେ (ବିଏମସିକୁ ଛାଡି) ମୋଟ ୧୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ହେଲେ- ବାଣପୁରରେ-୧୨, ଚିଲିକାରେ- ୨୧,ଟାଙ୍ଗିରେ-୯, ଖୋର୍ଦ୍ଧାରେ-୨୭, ବେଗୁନିଆରେ-୧୫, ବୋଲଗଡରେ-୯, ଜଟଣୀରେ-୮, ମେଣ୍ଡାଶାଳରେ-୭,ବାଳକାଟିରେ-୧୩,ବାଲିପାଟଣାରେ-୧୦ଜଣଙ୍କ କରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲାରେ ସ୍ୱାବ ପରୀକ୍ଷା ଜୋରଦାରରେ ଚାଲିଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।