Odisha news

-ଭିନ୍ନକ୍ଷମ ଯୁବକୁ ବିଦୁତ ଖୁଣ୍ଟି ରେ ବାନ୍ଧି ବାଡେଇଲେ ଲୋକ : ବୁଦ୍ଧି ଜୀବୀ ମହଲରେ ନିନ୍ଦା

0

ସଭ୍ୟ ସମାଜ ରେ ମଣିଷ ନିଜର ହିତା ହତ ଜ୍ଞାନ ଭୁଲି ଗଲାଣି, ଆପଣ ଟିକେ ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟ କୁ  ଜଣେ ମାନସିକ ବିକାର ଗସ୍ତ ବ୍ୟକ୍ତି ଙ୍କୁ ସର୍ଵ ସାଧାରଣ ସ୍ଥାନରେ ଏଜ ବିଦୁତ ପୋଲ ରେ ବାନ୍ଧି ଏକ ବାଡ଼ି ରେ ମାଡ଼ ମାରି ଚାଲି ଥିବା ବେଳେ କିଏ ଜୋତା ରେ ପିଟିଲାଣି ତ କିଏ ଲୁହା ରଡ ରେ ବଡ଼ୁଥିବା ବେଳେ କିଏ ଗରମ ପାଣି ଫୋପାଡ଼ି ଲାଣି, କେତେ ନିସ୍ତୁର ଏମାନେ ସତରେ, ଟିକେ ଭଲ ଭାବେ ଦେଖନ୍ତୁ ଏ ଦୃ ଶ୍ୟାକୁ  ଉପସ୍ଥିତ ଥିବା ଲୋକେମନେ  ଦୃଶ୍ୟ ର ଚିତ୍ର ଉତଳନ କରି ମଜା ଉଠାଉଛନ୍ତି , ହେଲେ କେହି ଆଃ ପଦ କହୁ ନ ଥିବା ବେଳେ ଏହାର ଭର ପୁର ମଜା ନେଉଛନ୍ତି ,ସତରେ କେତେ ନିଷ୍ଟୁର ଏମାନେ, ସର୍ଵ ସାଧାରଣ ସ୍ଥାନରେ କିଏ ଏମାନଙ୍କୁ ଅଧିକାର ଦେଲା ବାନ୍ଧି ବାଡେଇ ବାକୁ ,ଖବର ପାଇଁ ମହାକାଳ ପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ କୁ ଉଧାର କରିଛି ଅପର ପକ୍ଷେ ବିଦୁତ ଖୁଣ୍ଟି ରେ ପୁଅ କୁ ବାନ୍ଧି ମାଡ଼ ମାରିବା ନେଇ ଭିନ୍ନକ୍ଷମ ବ୍ୟକ୍ତି ର ମା ଥାନା ରେ ଅଭିଯୋଗ କରିଛନ୍ତି । ମହାକାଳ ପଡା ଥାନା ଅଂଚଳ ରେ ଘଟି ଥିବା ଏହି ଘଟଣା କୁ ବୁଦ୍ଧି ଜୀବୀ ମହଲ ରେ ନିନ୍ଦା କରିଛନ୍ତି ,.

Leave A Reply