Odisha news

ନାବାଳିକା ଝିଅକୁ ବିବାହର ପ୍ରଲୋଭନ ଦେଖେଇ ଶେଷରେ ଅପହରଣ : ବାଣପୁର  ଓକିଲ ସଙ୍ଘର ଧର୍ମଘଟ

0
ନାବାଳିକା ଝିଅକୁ ବିବାହର ପ୍ରଲୋଭନ ଦେଖେଇ ଶେଷରେ ଅପହରଣ କରିବାଭଳି ଏକ ସବେଧନଶୀଳ ଘଟଣାକୁକୁ ନେଇ ବାଲୁଗାଁ ପୋଲିସର ତଦନ୍ତରେ ଶୀତଳତା ଯୋଗୁଁ ବାଣପୁର  ଓକିଲ ସଙ୍ଘର ଧର୍ମଘଟକୁ ଓଲ୍ହାଇଛି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନ ଅନ୍ତର୍ଗତ ସାମନ୍ତ ସିଂହାର ପୁର ଗ୍ରାମର ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅ (15)ଙ୍କୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଗତ ମାସ 3ତାରିଖରାତି 8ଟାରେ ଏକ ବ୍ଲୁ ରଙ୍ଗର ପ୍ଲୁସର ବାଇକି ରେ ଅପହରଣ କରିନେଇଥିଲା, ପରିବାର ଲୋକ ଝିଅ କୁ ଖୋଜି ନ ପାଇବାରୁ ଶେଷରେ ଝିଅ ର ବାପା ସୁକାନ୍ତ ଏ ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସ ପି ଙ୍କୁ  ଅବଗତ କରାଇଥଲେ, ପ୍ରାୟମାସାଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ର ଅଭାହେଳା କୁ ନେଇ ପିତା ସୁକାନ୍ତ ବାଣପୁର ଓକିଲ ସଙ୍ଘ ର ସମସ୍ତ ସଦସ୍ୟ ଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ, ଓକିଲଙ୍କ ପ୍ରତି ପୋଲିସ ର ତଦନ୍ତ ପ୍ରକିୟାରେ ଅସୋତୋନ୍ସ ପ୍ରକାଶ କରି ଆଜି ଓକିଲ ସଙ୍ଘର ମଧ୍ୟ୍ୟବତ୍ରୀ କାଳୀନ ଅଧ୍ୟକ୍ଷ ରମେଶ ବିଶୋଇ ଙ୍କ ସଭପତିତ୍ବ ରେ ସମ୍ପାଦକ ଶ୍ୟାମସୁନ୍ଦର ମିଶ୍ର, ଗୌରୀଶଙ୍କର ଷଡ଼ଗୀ, ଜଗନ୍ନାଥ ଭୋଳ ଓ ସଙ୍ଘର ଅନନ୍ୟ୍ୟ କର୍ମକତ୍ରାଙ୍କ ଉପସ୍ଥିତରେ ଏକ ଜରୁରୀକାଳୀନ ସାଧାରଣ ବାୟାଠକ କରାଯାଇଥିଲା, ଉକ୍ତ ବ୍ୟାଠକ ରେ ବାଲୁଗାଁ ପୋଲିସ ର ଅବହେଳା ଓ ଯେ ପ୍ରଯ୍ୟନ୍ତ ବାଲୁଗାଁ ପୋଲିସ ନାବାଳିକା କୁ ଉଦ୍ଧାର କରି ନ୍ୟାୟ ନଦେଇଛି ଏବଂ ଅଭିଯୁକ୍ତ ଆକାଶକୁ ଗିରଫ ନକରିଛି ସେହି ପ୍ରତିବାଦରେ ବାଣପୁର ଓକିଲ ସଙ୍ଘ ସର୍ବସମନ୍ତି କ୍ରମେ ଏକ ପ୍ରସ୍ତାବପାରିତ କରି, ଆଜି ଠାରୁ ଅନିଦ୍ଧିଷ୍ଟ କାଳ ପ୍ରଯନ୍ତ ବାଣପୁର ଓକିଲ ସଙ୍ଘ ଧର୍ମଘଟ ଡାକରା ଦେଇଛନ୍ତି
Leave A Reply