Odisha news

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୭ଟି ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ

0

ଭୁବନେଶ୍ୱରକଟକରାଉରକେଲାବ୍ରହ୍ମପୁରପୁରୀବାଲେଶ୍ୱରବାରିପଦାଭଦ୍ରକସମ୍ବଲପୁରଝାରସୁଗୁଡ଼ାବଲାଙ୍ଗୀରନାଲ୍‌କୋଅନୁଗୁଳତାଳଚେରସୁନ୍ଦରଗଡ଼

ଭବାନୀପାଟଣାଜଟଣୀ  ଖୋର୍ଦ୍ଧା ସହରରେ ଏବେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ

ଜାତୀୟ ସ୍ତରରେ ୧୦ଟି ରାଜ୍ୟକେନ୍ଦ୍ର ଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ୫ଜି ଉପଲବ୍ଧ ହେବ ଯାହା ଫଳରେ ଏହି ସେବାର ଲାଭ ସାରା ଭାରତର ମୋଟ ୩୬୫ଟି ସହର ପର୍ଯ୍ୟନ୍ତ ପହଂଚିଛି

ଭୁବନେଶ୍ୱରମୁମ୍ବାଇ୧୫ ମାର୍ଚ୍ଚ ୨୦୨୩ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼ଭବାନୀପାଟଣାଜଟଣୀ  ଖୋର୍ଦ୍ଧା ସହରରେ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି  ଏଥି ସହିତ ଟ୍ରୁ୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି  

ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱରକଟକରାଉରକେଲାବ୍ରହ୍ମପୁରସମ୍ବଲପୁରବାଲେଶ୍ୱରବାରିପଦାଭଦ୍ରକଝାରସୁଗୁଡ଼ାପୁରୀବଲାଙ୍ଗୀରନାଲ୍‌କୋଅନୁଗୁଳତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା 

ଜାତୀୟ ସ୍ତରରେ ୧୦ଟି ରାଜ୍ୟକେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି  

ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ  ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍

Leave A Reply