Odisha news

ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟରେ ଯୋଗଦାନ

0

କେନ୍ଦ୍ରାପଡା-୨୨/୦୭: କେନ୍ଦ୍ରାପଡା ଜଳ ସମ୍ପଦ ବିଭାଗର ନୂତନ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ନ୍ଧନା ଦିଆଯିବା ସହ ନୂତନ ଯନ୍ତ୍ରୀ ଶ୍ରୀଯୁକ୍ତ ସେଠୀଙ୍କୁ ସ୍ୱାଗତ ସମ୍ବର୍ନ୍ଧନା କରାଯାଇ ଥିଲା । କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ନ୍ଧନା କାର୍ଯ୍ୟକ୍ରମରେ ଏସଡିଓ ଧରଣୀଧର ବେହେରା, ଜେଇ ଶରତ ଚନ୍ଦ୍ର ମଲିକଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply