ଯାଜପୁର ପୋଲିସ ଓ ସରପଞ୍ଚ ସ୍ୱାମୀ ଙ୍କ ନିର୍ଯାତନା ସହି ନ ପାରି ସଞ୍ଜୟ କୁମାର ନାୟକ (39)ନାମକ ଯୁବକ ବିଷ ଆତ୍ମ ହତ୍ୟା ଉଦ୍ୟମ କରି ଏବେ ଗୁରୁତର ଅବସ୍ଥା ରେ ମେଡିକାଲ ଜୀବନ ସହ ସଂଗ୍ରାମ କରୁଛି l ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ବାର ଦୁଆ ପଦା ଗ୍ରାମର ଶିଶିର ନାୟକ ଙ୍କ ପୁତ୍ର ସଞ୍ଜୟ ନାୟକ ଚିରଜୀବି ସୁଜା ପଦା ମଧ୍ୟଇଂରାଜୀ ସ୍କୁଲରେ 5ମ ଶ୍ରେଣୀ ପାଠ ପଢେ l
ଚିରଜୀବି କୁ ଷୋଳ ମ ପୁର ସରପଞ୍ଚ ଙ୍କ ସ୍ୱାମୀ ପପୁ ଯେନା ସ୍କୁଲରେ ଭିତରେ ପଶି ମାଢ଼ ମାରି ଥିବା ର ଗତ 22ତାରିଖ ରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇ ଥିଲା l ଏହା ପୂର୍ବରୁ ଭଣ୍ଡାରିପୋଖରୀ ଶିକ୍ଷା ଦିଶ 18ତାରିଖ ରେ ଏ ସମ୍ପର୍କ ରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରି ଥିଲେ l ଥାନା ଅଧିକାରି ଏହି କେଶ ଟିକୁ ରାଜନୈତିକ ଚାପ ରେ ସରପଞ୍ଚ ଙ୍କ ସମୀ କୁ ସୁରକ୍ଷା ଦେବା ପାଇଁ ରଫାଦଫା କରି ଦେବା କୁ ବାଧ୍ୟ କରି ଥିଲେ l ସଞ୍ଜୟ କୁ ଥାନାରେ ଅଟକ ରଖି ଧମକ ଚମକ ଦେହି ରଫା ଦଫା ନକଲେ ଓଲଟା ତୁ ମ ନାମରେ କେଶ କରିବା ସଂଗେ ପୁଅ ଭବିଷ୍ୟତ କୁ ନଷ୍ଟ କରି ଦେବି l
ଥାନା ଅଧିକାରୀ ଙ୍କ ଅପମାନ ସହ୍ୟ ନ ପାରି ଥାନା ରୁ ଆସି ଛତାବର ବଜାର ରୁ ବିଷ କି ଣି ଆଣି ପଡିଆ ରେ ବିଷ ପିଇ ଦେ ଇ ଥିଲେ l ସେ ମୁମୁସ ଅବସ୍ଥା ରେ ପଡ଼ିଥିଲେ ସେହି ବାଟଦେହି ଯାଉ ଥିବା ସନ୍ତୋଷ ପୁହାଣ ନାମକ ଯୁବକ ସଞ୍ଜୟ ର ଅବସ୍ଥା ଦେଖି ସଂଗେ ସଂଗେ ଯାଜପୁର ହସ୍ପିଟାଲ କୁ ଚିକିତ୍ସା ପାଇଁ ବତ୍ତ୍ରୀ କରି ତାଂକ ଘର କୁ ଖବର ଦେହିଥିଲେ l 2ଦିନ ଧରି ଚିକିତ୍ସା ହେହୁ ଥିଲେ ମଧ୍ୟ ସୁଧାର ଆସୁ ନାହଁ l ଜୀବନ ସହ ସଂଗ୍ରାମ କରୁଛନ୍ତି ଏଥି ପାଇଁ ଦାହି କିଏ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ରାଜ୍ୟ ସରକାର ଙ୍କ 5ଟି କାର୍ଯ୍ୟ କର୍ମ ଧର୍ମ କୁ ଆଖି ଠାର l ଭଦ୍ରକ ଏସପି ଓ ପୋଲିସ ମହାନିର୍ଦ୍ଦେଶକ ଏହା ର ବିଧିବଦ୍ଧ ତଦନ୍ତ କରି ଥାନା ଅଧିକାରୀ, ସରପଞ୍ଚ ସ୍ୱାମୀ ଅଭିଯୋଗ ହୋଇ ଥିବା ବେକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟ ନୁଷ୍ଠାନ ନିଆ ଗଲେ 5ଟି ଯୋଜନା ଫଳ ସ୍ପଦ ହେବ ପୋଲିସ ପ୍ରତି ଜନତା ଙ୍କ ଆସ୍ଥl ରହିବ l