Odisha news

ଯାଜପୁର ଟାଉନର ପୂର୍ବତନ ଥାନାଧିକାରୀ ବା ବର୍ତ୍ତମାନ ଜେନାପୁର ଥାନାର ଥାନାଧିକାରୀଙ୍କ ଅଦମ୍ୟ ବଦନ୍ୟତା

0

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସ୍ତୀରା, ବାଉଁଶ ଅଣ୍ଟା ଇତ୍ୟାଦି ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଗତକାଲି ରାତିରେ ଜେନାପୁର ଥାନା ତରଫରୁ ଆଇଆଇସି ଆଶିଷ କୁମାର ସାହୁ ଓ ତାଙ୍କ ସହକର୍ମୀ ମାନେ ମିଶି ରନ୍ଧା ଖାଦ୍ୟ ଯୋଗାଇଛନ୍ତି ।

ଏହି କାର୍ଯ୍ୟକୁ ଜେନାପୁର ଅଞ୍ଚଳରେ ଲୋକମାନେ ବହୁ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଯାଜପୁର ଥାନା ଅଧିକାରୀ ଭାବେ ଦାୟୀତ୍ୱରେ ଥିବା ସମୟରେ କେରୋନା ମହାମାରୀ ଭୟାବହ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗରିବ ଖଟିଖିଆ ଅସହାୟ ଲୋକଙ୍କ ପାଖରେ ପହଞ୍ଚô ଖାଦ୍ୟ ସାମଗ୍ରୀ ପହଞ୍ଚାôଇ ଲୋକମାନଙ୍କର ନିକଟତର ହୋଇ ପାରିଥିଲେ ।

Nalco
Leave A Reply