ଜାମୁ-କାଶ୍ମୀର ର ପହଁଲଗାମ ରେ ଆତଙ୍କବାଦୀ ଙ୍କ ଆକ୍ରମଣ ପରେ ସାରା ବିଶ୍ୱ ଭାରତ ସହିତ ଠିଆ ହୋଇଛନ୍ତି l ଇଟାଲୀ ଓ ଫ୍ରାନ୍ସ ର ରାଷ୍ଟ୍ର ମୁଖ୍ୟ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ଫୋନ ରେ କଥା ହୋଇଛନ୍ତି, ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବିନ୍ଯାମୀନ ନେତନ୍ୟlହୁ , ଜୋର୍ଡାନ ରାଜା , ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଫୋନ ଯୋଗେ କଥା ହେବେ l
ଆମେରିକା, ରୁଷ ଓ ଇସ୍ରାଏଲ ଭାରତକୁ ଯଥା ସମ୍ଭବ ଭାରତ କୁ ସାହାଯ୍ୟ କରିବେ ବୋଲି କଥା ଦେଇଛନ୍ତି, ଭାରତ ବର୍ତମାନ ଯୁଦ୍ଧ କରି ପାକିସ୍ତାନ କୁ ଉଚିତ ଶିକ୍ଷା ଦେବ ବୋଲି ସଜାଗ ହେଉଛି l ଭାରତ ର ଏହି ଆତଙ୍କବାଦ ବିରୋଧ ଯୁଦ୍ଧ ସହିତ ବିଶ୍ୱର ୨୦ ଦେଶ ଏକାଠି ରହିଛନ୍ତି ବୋଲି ନିଜର ମତ ଦେଇଛନ୍ତି l ସେମାନେ ହେଲେ ଆମେରିକା, ବ୍ରିଟେନ, ରୁଷ, ୟୁରୋପୀୟ ସଙ୍ଘ, ଇଟାଲୀ, କତର, ଜାପାନ, ଚୀନ, ଜର୍ମାନୀ, ଫ୍ରାନ୍ସ, ଇଣ୍ଡୋନେସିଆ, ମାଲେସିଆ, ଓମାନ, ସଂଯୁକ୍ତ ଆରବ ଏମିରଟସ ଓ ନରୱେ ସାମିଲ ରହିଛନ୍ତି l
ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ନୂଆ ଦିଲ୍ଲୀ ର ସାଉଥ ବ୍ଲକ ରେ ବିଦେଶ ମନ୍ତ୍ରଣାଳୟ ଙ୍କ ଆକ୍ରମଣ ବିଷୟରେ ଭିଡିଓ ମାଧ୍ୟମରେ ସମସ୍ତ ତଥ୍ୟ ଦିଆଯାଇଛି l ଏବଂ ଏହାପରେ ସମସ୍ତ ଦେଶ ପକ୍ଷରୁ ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ କରୁ ବୋଲି ସହମତି ମିଳିଛି l ଭାରତ ସମଗ୍ର ବିଶ୍ୱ କୁ ସୂଚନା ଦେଇଛି ଯେ ଆଗକୁ ଭାରତର ପଦକ୍ଷେପ କଣ ରହିଛି l