Odisha news

ଓହଃ କି ଖରା : ଆଜି ୪୩ ଡିଗ୍ରି ତାପମାତ୍ରା ସହ ତାଳଚେର ଓ ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର , ଆସନ୍ତୁ ଜାଣିବା ଓଡ଼ିଶାର ଅନ୍ୟ ସହରରେ ତାପମାତ୍ରା କେତେ ?

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଆଜି ହଟାତ ତାଳଚେର ଓ ଅନଗୁଳରେ ତାପମାତ୍ରା ବଢି ଯାଇଥିଲା l ପ୍ରଚଣ୍ଡ ଖରାରେ ଲୋକଙ୍କ ମୁଣ୍ଡ କଣ ହେଇଯାଉଥିଲା l ସହରରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା l ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେର ଓ ଅନୁଗୁଳରେ ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।

ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୮ ଓ କଟକରେ ୩୯.୨ ଡିଗ୍ରି ସେଲସିୟସ ରହିଛି। ଏଥିସହ
ବାଲେଶ୍ୱର ୩୭.୫
ଚାନ୍ଦବାଲି ୩୯.୬
ପାରାଦୀପ ୩୧.୮
ଗୋପାଳପୁର ୩୧.୮
ପୁରୀ ୩୩.୦
ବାରିପଦା ୪୨.୨
ଝାରସୁଗୁଡ଼ା ୪୦.୬
କେନ୍ଦୁଝର ୩୯.୮
ସମ୍ବଲପୁର ୪୧.୪
ସୁନ୍ଦରଗଡ଼ ୪୧.୫
ହୀରାକୁଦ ୪୦.୭
ଭବାନୀପାଟଣା ୪୧.୬
କୋରାପୁଟ ୩୭.୫
ଫୁଲବାଣୀ ୪୦.୦
ଟିଟଲାଗଡ଼ ୪୨.୨
ମାଲକାନଗିରି ୪୨.୦
ସୋନପୁର ୪୦.୮
ଦାରିଙ୍ଗିବାଡ଼ି ୩୭.୦
ନୟାଗଡ଼ ୪୧.୭
ବୌଦ୍ଧ ୪୨.୦
ଛତ୍ରପୁର ୩୪.୫
ପାରଳାଖେମୁଣ୍ଡି ୪୨.୨
ରାୟଗଡ଼ା ୩୯.୮ ଡିଗ୍ରି ସେଲସିୟସ ରହିଛି।

Comments are closed.