Odisha news

ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ

0

ଚଣ୍ଡିଗଡ , ୨୪ ଅଗଷ୍ଟ : ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସେ କରୋନା ପରୀକ୍ଷା କରିଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକ ମାନଙ୍କୁ ସେ କରୋନା ପରୀକ୍ଷା କରାଇବା ସହ କଡା କ୍ୱାରେଂଟାଇନ ବ୍ୟବସ୍ଥାରେ ରହିବାକୁ ଅପିଲ କରିଛନ୍ତି ।

Ad2
Leave A Reply