Odisha news

ହରିପୁର ଦୋଳମୁଣ୍ଡାଇ ଦୁର୍ଗାପୂଜା ମଣ୍ଡପରେ ନିରାଆଡମ୍ବର ଗଣେଶ ପୂଜା

0

କଟକ ହରିପୁର ଦୋଳମୁଣ୍ଡାଇ ଦୁର୍ଗାପୂଜା ମଣ୍ଡପରେ ଚଳିତ ବର୍ଷର ଶ୍ରୀଶ୍ରୀ ଗଣେଶ ପୂଜା କମିଶନରେଟ ପୋଲିସ ଓ ଜିଲ୍ଲା ପ୍ରସାସନଙ୍କ କଟକଣା ତଥା ନିରାଆଡମ୍ବର ସହିତ  ପାଳନ କରାଯାଇଅଛି । ଏହି ଆଧ୍ୟାତ୍ମିକ ତଥା ଧାର୍ମିକ କାର୍ଯ୍ୟକ୍ରମରେ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ ,ସଭାପତି ଶ୍ରୀ ପ୍ରଦୀପ ମୁଳିଆ, ଅଧିକାରୀ ଶ୍ରୀ ବାବୁ ପ୍ରଧାନ,କ୍ଷୀରୋଦ ଚନ୍ଦ୍ର ମହାରଣା,ଗଣେଶ୍ୱର ମହାରଣା,ଧନେଶ୍ୱର ମୁଳିଆ,ଗଜେନ୍ଦ୍ର ମହାରଣା,କିଶୋର ଚନ୍ଦ୍ର ଜେନା,ରାଜ କିଶୋର ରାଉତ,ବ୍ରଜ କିଶୋର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ,ରବୀନ୍ଦ୍ର ରଥ,ମନ୍ମଥ ନାଥ ସିଂ,ହରେକୃଷ୍ଣ ମୁଳିଆ,ଶ୍ରୀବତ୍ସ ରାଉତ,ଧନଞ୍ଜୟ ମୁଳିଆ,କାଳନ୍ଦୀ ମୁଳିଆ,ଉପେନ୍ଦ୍ର ବେହେରା,କାବୁଲି ମୁଳିଆ,ଗୋବିନ୍ଦ ମୁଳିଆ,ପ୍ରତାପ ମୁଳିଆ,ବିଜୟ ମୁଳିଆ,ରବୀନ୍ଦ୍ର ରାଉତ,କୈଳାସ ଅଗ୍ରୱାଲ, ଅଶୋକ ସାହୁ,କିଶୋର କୁମାର ମହାପାତ୍ର,ଶିବ ମହାରଣା ପ୍ରମୁଖ ଗଣପତି ବାବାଙ୍କୁ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ଭିକ୍ଷା ଲାଭ କରିଥିଲେ

Leave A Reply