ଅକେଫାବର ୩୧ରେ ଲୋକଙ୍କୁ ନୀଳ ଜହ୍ନ ଦେଖିବାକୁ ମିଳିବ । ୩୦ ବର୍ଷରେ ଏପରି ପ୍ରଥମ ଥର ହେବ ଦୁନିଆସାରା ଲୋକ ଏକସଙ୍ଗେ ନୀଳ ଜହ୍ନ ଦେଖିବେ । ଅକେଫାବର ୩୧ ପରେ ଆସନ୍ତା ୧୯ ବର୍ଷ ପର୍ଯ୍ୟନ୍ତ ନୀଳ ଜହ୍ନ ଦେଖାଯିବ ନାହିଁ ଅର୍ଥାତ ୨୦୩୯ରେ ପୁନଶ୍ଚ ଦେଖାଯିବ । ଏହାର ନାମ ବ୍ଲì ମୁନ୍ କିନ୍ତୁ ଏହାର ଅର୍ଥ ନୁହେଁ ଜହ୍ନର ରଙ୍ଗ ନୀଳ ହୋଇଯିବ । ଏବେ ମାସରେ ଦୁଇଥର ପୂର୍ଣ୍ଣିମାରେ ପୂର୍ଣ୍ଣଚନ୍ଦ୍ର ଦେଖାଯାଏ ଯାହାକୁ ବ୍ଲì ମୁନ୍ କୁହାଯାଏ । ଅକେଫାବରରେ ବି ଦୁଇଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବ । ସାଧାରଣତଃ ବର୍ଷରେ ୧୨ଟି ପ ୂ ଣ୍ଣ ର୍ ଚ ନ୍ଦ ୍ର ଦେଖାଯାଉଥିବାବେଳେ ଏଥର ୧୩ଟି ହେବ । ଚଳିତ ବର୍ଷ ଉତ୍ତର-ଦକ୍ଷିଣ ଆମେରିକା ବ୍ୟତୀତ ଭାରତ, ୟୁରୋପ ଓ ଏସିଆର ଅନ୍ୟ ଦେଶରେ ବ୍ଲì ମୁନ୍ ଦେଖାଯିବ ।