Odisha news

ଶୁଭ ସକାଳ

ଜଗତର କର୍ତ୍ତା ଜଗତ ଈଶ୍ୱର
        କରଇ ତତେ ପ୍ରଣାମ
ମାନବ ଜାତିର ହିତ ପାଇଁ ପ୍ରଭୁ
    କରଇ ମୁହିଁ ଜଣାଣ  ।..
ବସନ୍ତ ରେ ନାହିଁ ଫୁଲର ମହକ
              ସରାଗ ଯାଇଚି ହଜି
ମଣିଷ ହୃଦୟେ ମଣିଷ ପଣିଆ
        ପାରୁ ନାହିଁ ତେବେ ଖୋଜି   । ..
 କାଳିଆ ! ଭଲନଟାଇନ ଡେ ଆଜି
         ପୂଜିବି ଚରଣ ରାଜି
କୁସୁମେ ସଜାଇ ତୋ ଶ୍ରୀ ଅଙ୍ଗକୁ
        ଭକତିରେ ଯିବି  ମଜି ।   ..
 କରୋନା  ପରେ ଏବେ ଦୁଃଖ ପାହାଡ଼
       ଦେଏ ରେ କାଳିଆ ଟାଳି
ଆଜି ପରା ଦିନେ ସେନେହ ମମତା
       ଦିଏ ରେ ମନରେ ବୋଳି  ।..
          *****  ଅକ୍ଷୟ ପଣ୍ଡା

Comments are closed.