ଏହାଏକ ବିଶେଷ ଆକୃତି ର କୁକୁର,ଏ କୁକୁର ମାନଙ୍କର ରୁମ ସୁନେଲି ଓ କୋମଳ ହୋଇଥିବାରୁ ଏମାନଂକୁ ଗୋଲଡେନ ରିଟ୍ରାଇଭର କୁହାଯାଏ ଏମାନେ ମଧ୍ୟମ ଧରଣର ଉଚତା ବିଶିଷ୍ଟ ,ଏମାନଙ୍କ ମୁଣ୍ଡ ବଡ ଓ ମାଂସାଳ ଶରୀର ଅଟେ , ଏ ମାନେ ବନ୍ଧୁତ୍ୱ ପୁର୍ଣ ଓ ଜ୍ଞାନୀ ଅଟନ୍ତି ଏମାନଙ୍କର ବିଶିଷ୍ଟ ଚାଲି ଚାଲାଣ ପାଇଁ ଏମାନେ ନିଜ ବ୍ରିଡ ର ମୁଖିଆ ଅଟନ୍ତି