Odisha news

ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ,ପୁଣି ଜଣେ ନୂଆ କରୋନା ଆକ୍ରାନ୍ତ ମଧୂସୁଧନ ନଗର ରେ ଚିହ୍ନଟ

0

ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ,ମୃତ୍ୟୁ ବେଳକୁ ତାଙ୍କୁ ବାସ୍ତୋରି ବର୍ଷ ହୋଇଥିଲା ଏବଂ କୋରନରେ ଆକ୍ରାନ୍ତ ହୋଇ aiims ରେ ଆଡମିଶନ ହୋଇଥିଲେ l ସେ ଜଣେ ଉଚ୍ଚ ରକ୍ତ ଚାପ ରୋଗୀ l ପୁଣି ଜଣେ ନୂଆ କରୋନା ଆକ୍ରାନ୍ତ ମଧୂସୁଧନ ନଗର ରେ ଚିହ୍ନଟ ହେଲେ l ସେ ଜଣେ ପଇଁଚାଳିଶ ବର୍ଷ ର ଜଣେ ଯୁବକ l

Leave A Reply