Odisha news

୩ ଦିନ ମଧ୍ୟରେ ଦ୍ଵିତୀୟ ଥର ସୁନା ଦର କମିଲା :ସର୍ବୋଚ୍ଚ ମୂଲ୍ୟରୁ ୭ ହଜାର ଟଙ୍କା ତଳକୁ ଖସିଲା

0

ନୂଆଦିଲ୍ଲୀ :ଭାରତରେ ମିଶ୍ରିତ ବୈସ୍ୱୀକ ସଂକେତ ମଧ୍ୟରେ ସୁନା ଓ ରୁପାର ମୂଲ୍ୟରେ ଉପର ତଳ ଜାରି ରହିଛି l ଆଜି ଏମସିଏକ୍ସ ରେ ଫେବୃଆରୀ ମାସର ସୁନା ଦର ୦.୦୩ ରୁ କମି ୪୯,୩୨୮ ଟଙ୍କା ପ୍ରତି ୧୦ ଗ୍ରାମକୁ ହୋଇଛି l ଯେବେକି ଚାନ୍ଦିର ମୂଲ୍ୟ ୦.୨୨ ପ୍ରତିଶତ କମି ୬୫ ,୪୧୪ ତାଙ୍କ ପ୍ରତି ୧ କେଜିକୁ ହୋଇଛି l ଶୁକ୍ରବାର ଦିନ ଦର ହ୍ରାସ  ପରେ ପୂର୍ବରୁ ରହିଥିବା ସୁନା ଦରରେ୦.୭ ପ୍ରତିଶତ ବଢି ଯାଇଥିଲା l ଅଗଷ୍ଟ ମାସରେ ବଢିଥିବା ସୁନା ଦ୍ୱାରା ଯାହା ଥିଲା ୫୬ ହଜାର ଟଙ୍କାରୁ ହ୍ରାସ ହୋଇଛି ୭ ହଜାର ଟଙ୍କା l

ଅନ୍ତର ରାଷ୍ଟ୍ରୀୟ ବଜାରରେ ଏପରି ରହିଛି ସୁନା ମୂଲ୍ୟ –

ଅନ୍ତର ରାଷ୍ଟ୍ରୀୟ ବଜାରରେ ସୁନା ଦରରେ ଆଜି ଏହିପରି ମୂଲ୍ୟ ଦର୍ଜ କରାଯାଇଛି l କିନ୍ତୁ ଆମେରିକାନ ଡଲାରରେ ଏହାକୁ ସୀମିତ ଦରରେ ରଖାଗଲା l ସୁନା ମୂଲ୍ୟ ୦.୨ ପ୍ରତିଶତ ବୃଦ୍ଧି ହୋଇ ୧,୮୪୭.୯୬ ଡଲାର ରେ ପହଁଚିଲା ,ଚାନ୍ଦିର ମୂଲ୍ୟ ୦.୮ ପ୍ରତିଶତରୁ ବୃଦ୍ଧି ହୋଇ ୨୫.୧୧ ଡଲାରରେ ପହଁଚିଲା l ଅନ୍ୟ ମୂଲ୍ୟବାନ ଧାତୁ ଗୁଡିକର ମୂଲ୍ୟ ପ୍ଳଟିନମ ୨.୩ ପ୍ରତିଶତରୁ ବଢି ୧,୦୫୫ ଡଲାର ହେଲା l

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶପଥ ଗ୍ରହଣ ସମାରୋହ ୨୦ ଜାନୁଆରୀରେ ହେବ l ନୂତନ ରାଷ୍ଟ୍ରପତି ଗୁରୁବାର ଦିନ ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତୁତ କରିବେ l କିଛି ବିସ୍ଲେସକ ମାନଙ୍କର କହିବାର କଥା ହେଲା ସୁନାର ସର୍ବ ନିମ୍ନ ମୂଲ୍ୟ ପାଇଁ ସମର୍ଥନ ମିଳିପାରେ l ଜିୟୋଜିତ ଅର୍ଥନୈତିକ ସେବାରେ କୁହ ଯାଇଛି ଯେ ବୈସ୍ୱୀକ କାର୍ଯ୍ୟକ୍ରମ ବଢ଼ିବାରେ ଲାଗିଛି ,ଲାଗୁଚି ଯେପରି କୋବିଦ -୧୯ ଉପରେ ଶୀଘ୍ର ନିୟନ୍ତ୍ରଣ କରାଯାଇ ପାରିବ l କାରଣ ଅଧିକାଂଶ ଦେଶ ଟୀକ୍କା କାରଣ ପ୍ରକ୍ରିୟା ଆରମ୍ଭ କରି ଦେଲେଣି l

ସୁନା ଏଟିଏଫ ରେ ବଢୁଛି ନିବେଶ -କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଆର୍ଥିକ ବ୍ୟବସ୍ଥା ଦୁର୍ବଳ ହୋଇ ଯାଇଛି ଓ ଆମେରିକୀୟ ଡଲାରରେ ମାନ୍ଦା ଅବସ୍ଥା ଯୋଗୁଁ ୨୦୨୦ ରେ   ସୁରକ୍ଷିତ ନିବେଶ ଭାବରେ ସୁନା ଉପରେ ଆଧାରିତ ଏକ୍ସଚେଂଜ ଟ୍ରେଂଡେଡ଼ ଫଣ୍ଡ ରେ ନିବେଶକ ମାନଙ୍କର ଆକର୍ଷଣ ବଢିଛି l ଏଥିରେ ସୁନାର ଇଟିଏଫ ରେ ୬ ,୬୫୭ କୋଟି ଟଙ୍କାର ଶୁଦ୍ଧ ନିବେଶ କରାଗଲା l ଯେବେକି ୨୦୧୯ ରେ ସ୍ଵର୍ଣ ଇଟିଏଫ ରେ କେବଳ ୧୬ କୋଟି ଟଙ୍କା ଶୁଦ୍ଧ ନିବେଶ କର ଯାଇଥିଲା l ମିଳିଥିବା ସୂଚନା ମୁତାବକ ୨୦୨୦ ର ଶେଷ ସୁଧା ସ୍ଵର୍ଣ କୋଶଙ୍କ ପ୍ରତିବନ୍ଧିତ ସମ୍ପୂର୍ଣ ସମ୍ପତି ବର୍ଷେ ପୂର୍ବରୁ ୫ ହଜାର ୭୬୫ କୋଟି ତାଙ୍କର ତୁଳନାରେ ଦୁଇ ଗୁଣ ଅଧିକ ବଢିଥିଲା l

ନିବେଶକ ମାନଙ୍କ ପାଇଁ ଖୋଲା ରହିଛି ସୋବରେନ ସ୍ଵର୍ଣ ବଣ୍ଡ ଯୋଜନା –

ଏହି ଯୋଜନା ଅନୁସାରେ ଆପଣ ଖୁବ କମ ଦରରେ ସୁନା କିଣି ପାରିବେ l ଏହି ଯୋଜନା କେବଳ ୫ ଦିନ ପାଇଁ ଖୋଲା ଯାଇଛି l ୧୧ ଜାନୁଆରୀ ୨୦୨୧ ରୁ ୧୫ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ l ଏହି ଯୋଜନା ଅନୁସାରେ ଆପଣ ୫ ,୧୦୪ଟଙ୍କାରେ ପ୍ରତି ଗ୍ରାମରେ ସୁନା କିଣି ପାରିବେ l ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି ତେବେ ତାର ମୂଲ୍ୟ ୫୧ ,୦୪୦ ଟଙ୍କା ହେବ l ସ୍ଵର୍ଣ ବଣ୍ଡ ଆପଣ ଅନଲାଇନ ରେ କରି ପାରିବ ,ସରକାର ଏହିଭଳି ନିବେଶକ ମାନଙ୍କ ପାଇଁ ୫୦ ଟଙ୍କା ଅତିରିକ୍ତ ଛାଡ଼ କରିବେ l

Leave A Reply