କେନ୍ଦ୍ରାପଡ଼ା ର ପୃବତନ ସାଂସଦ ତଥା ବଜେପି ରାଷ୍ଟ୍ରୀୟ ଉପାଦକ୍ଷ ବୈଜୟନ୍ତ ପଣ୍ଡା ଙ୍କର ଜୟନ୍ତୀ ଉଛବ କେନ୍ଦ୍ରାପଡ଼ରେ ବଡ ଧୂମ ଧାମରେ ପାଳିତ ହୋଇଯାଇଛି ।ସ୍ଥାନୀୟ ମାନସୁର ବାବାଙ୍କ ପୀଠରେ ଚାଦର ଚଢାଇ ଶ୍ରୀଯୁକ୍ତ ପଣ୍ଡା ଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।ବୈଜୟନ୍ତ ପଣ୍ଡା ଙ୍କର ଆଦର୍ଶ ମୟ ରାଜନୈତିକ ଜୀବନ ତଥା ସମାଜ ପ୍ରତି ଅଙ୍ଗିକର ବଧିତ। କଲେ କାଳେ କାଳେ ଯୁବ ପିଢ଼ି ଙ୍କୁ ରାଷ୍ଟ୍ର ସେବା ପାଇଁ ଅନୁପ୍ରାଣିତ କରିବା ବୋଲି ଏହି ଅବସରରେ ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ଭାଜପା ପକ୍ଷରୁ ଏହି କର୍ଯ୍ୟ କ୍ରମ କରାଯାଇଥିଲା ।
