Odisha news

ଜୁଆ ଆଡା ରେ ଗଞ୍ଜାମ ପୋଲିସ ର ଚଢ଼ାଉ ବାର ଜଣ ଯୁଆଡ଼ି କୁ ଉଠାଇ ଆଣିଲା ପୋଲିସ

0

19/9/23 : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ କାଇଚ ପୁର ପଂଚାୟତ କାଇଁଚ ପୁର ଗ୍ରାମ ରେ ଏକ ଘର ଭିତରେ ବର୍ଷ କ ବାର ମାସ ଜୁଆ ଖେଳ ଚାଲିଥିବା ବେଳେ ଗଞ୍ଜାମ ଥାନା ର ନୂତନ ଥାନା ଅଧିକାରିଣୀ ଶ୍ରମତି ସୁମିତ୍ରା ପାତ୍ର ଓ ସମସ୍ତ ପୋଲିସ କର୍ମଚାରୀ ସ ଦଳ ବଳ ଗତ ମଧ୍ୟ ରାତ୍ରି ରେ ଚଢ଼ାଉ କରିଥିଲେ ଓ ବାର ଜଣ ଯୁଆଡ଼ି ଙ୍କୁ ଉଠାଇବା ସହିତ ନଗଦ 77’180ସତୋସ୍ତୋ ରି ହଜାର ଶହେ ଅ ସିଏ ଟଙ୍କା ଦଶଟି ମୋବାଇଲ ଫୋନ ଚାରିଟି ମଟର ସାଇକେଲ ପୋଲିସ ଜବତ କରିଥିଲା ଯୁଆଡ଼ି ଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ ଯୁଆଡ଼ି ଙ୍କୁ ଆଜି ଗଞ୍ଜାମ ପୋଲିସ 41ସିଆର ପିସି ରେ ଜାମିନ ଦେଇଥିବା ଗଞ୍ଜାମ ଥାନା ଅଧିକାରିଣୀ ଶ୍ରୀମତୀ ସୁମିତ୍ରା ପାତ୍ର ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି

Leave A Reply