Odisha news

ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ସାଧାରଣ ପରିଷଦ ବୈଠକ

0
ବ୍ରହ୍ମପୁର : ଆଜି ସ୍ଥାନୀୟ ପାଣି ଟାଙ୍କି ସ୍ଥିତ ଅଭିନନ୍ଦନ କଲ୍ୟାଣୀ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗା ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ଅବସରରେ ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ସମ୍ପାଦକ ଏକ ପ୍ରସ୍ତୁତି ବିବରଣୀକୁ ପାଠ କରିଥିଲେ। ସଂଗଠନ ପକ୍ଷରୁ ବାଇଲ ଉପରେ ଉପରେ ଏକ ମାମଲା କୋର୍ଟରେ ବିଚାରାଧୀନ ଥିଲା ବେଳେ ଏହାର ଉପରେ ଅନୁମୋଦନ କରାଯାଇଛି। ଏହା ଉପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଦେବଦତ୍ତ ସିଂ ଦେଓ,ସୁବ୍ରତ କୁମାର ସାହୁ, ଶିଶିର କୁମାର ଭୋଇ, ଉମା ଶଙ୍କର ପାଢ଼ୀ, ଡବ୍ଲୁ ଭି ରାଜୁ ରଖାଯାଇଛି। ଏହି କମିଟି ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।ଚିନ୍ଚି ଦେବି, ସପ୍ନା ପାଣିଗ୍ରାହୀ, ପ୍ରଫେସର ଅଶୋକ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ ଚୌଧୁରୀ, ବିକି ଦୋଓ,ଡେବିଡ
Nalco
Leave A Reply