Odisha news

FIFA ୱାର୍ଲଡ କପ ୨୦୨୬ ଫୁଟ ବଲ କୁ ନେଇ ଆସିଲା ସୂଚନା : କଣ ଭାରତରେ ସିଧା ପ୍ରସାରଣ ହେବନାହିଁ FIFA ୨୦୨୬

0

ଚଳିତ ବର୍ଷ FIFA ୱାର୍ଲଡ କପ ୨୦୨୬ ର ଆରମ୍ଭ ୧୧-୧୨ ଜୁନ ୨୦୨୬ ରୁ ଆମେରିକା, ମେକ୍ସିକୋ ଓ କାନାଡ଼ା ରେ ହେଉଛି, ଚଳିତ ଥର ଟୁର୍ନାମେଣ୍ଟ ର ଫରମାର୍ଟ ସମ୍ପୂର୍ଣ ନୂଆ, ଯେଉଁଥିରେ ୪୮ ଟି ଟିମ୍ ଖେଳିବେ, ଭାରତରେ ଏହି ଟୁର୍ନାମେଣ୍ଟ ର ସିଧାପ୍ରସାରଣ କୁ ନେଇ ବର୍ତମାନ ସୁଦ୍ଧା କେଉଁ ଚ୍ୟାନେଲ ରେ ଖେଳ ଦେଖି ପାରିବେ କିମ୍ବା କେଉଁ ପ୍ଲାଟଫର୍ମ ରେ ସିଧାପ୍ରସାରଣ ହେବ କୌଣସି ସଠିକ ସୂଚନା ମିଳିପାରି ନାହିଁ l

– ପ୍ରଥମଥର ପାଇଁ ୩ଟି ଦେଶ ଆମେରିକା, କାନାଡ଼ା ଓ ମେକ୍ସିକୋ ମିଳିତ ଭାବରେ FIFA ୱାର୍ଲଡ କପ ଆୟୋଜନ କରିଛନ୍ତି l

– ପ୍ରଥମଥର ପାଇଁ ୩୨ ଟି ଟିମ୍ ବଦଳରେ ୪୮ ଟି ଟିମ ଭାଗ ନେବେ, ଯେଉଁ କାରଣରୁ ୧୦୪ ଟି ମ୍ୟାଚ ଖେଳାଯିବ l

– FIFA ୨୦୨୬ ଆରମ୍ଭ ହେବାକୁ ଏକମାସ ରୁ କମ ସମୟ ରହିଛି, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ମିଡ଼ିଆ ସହିତ କୌଣସି ଚର୍ଚା ହୋଇନାହିଁ କିମ୍ବା ଏହାର ବ୍ରଡ଼କାଷ୍ଟିଙ୍ଗ ରାଇଟ୍ସ କିଣି ନାହାନ୍ତି, ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ରେ ଜନହିତ ଯାଚିକା ଦାୟର ହୋଇଛି , ଯେଉଁ କାରଣରୁ ଭାରତରେ ମ୍ୟାଚ ର ମାଗଣା ସିଧାପ୍ରସାରଣ ହୋଇପାରିବ l

– ପର୍ତ୍ତୁଗାଲ କ୍ରିଷ୍ଟିଆନୋ ରୋନାଲଡୋ ଙ୍କ ନେତୃତ୍ୱରେ ନିଜ ଦଳର ଘୋଷଣା କରିସାରିଛି , ରୋନାଲଡୋ ନିଜର ଷଷ୍ଠ ୱାର୍ଲଡ କପ ଚଳିତ ଥର ଖେଳିବେ l

– ସେହିଭଳି ବ୍ରାଜିଲ ର ଷ୍ଟାର ଖେଳାଳି ନେମାର ମେସି ଙ୍କର ଅଢେଇ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି l

Govt
Leave A Reply