Odisha news

ଲଗାତାର ହାର ପରେ ଗୌତମ ଗମ୍ଭୀରଙ୍କୁ ଉପଦେଶ : ପୂର୍ବତନ କ୍ରିକେଟିଅର ଗମ୍ଭିରଙ୍କୁ ଦେଲେ  ଉପଦେଶ

 IPL ଷ୍ଟାର ଖେଳାଳିଙ୍କୁ ଦଳରେ କର ସାମିଲ

0

ଟି 20 ୱାର୍ଲଡ କପ ପରେ ଭାରତୀୟ ଦଳ ୪ଟି ଟି 20 ମ୍ୟାଚ ଖେଳି ସାରିଛି, ଯେଉଁଥିରେ ସେ ଗୋଟିଏ ହେଲେ ବି ଜିତିପାରି ନାହିଁ, କିନ୍ତୁ ପୂର୍ବ କ୍ରିକେଟର ଆଇପିଏଲ ର ଷ୍ଟାର ଖେଳାଳି ରଜତ ପାଟିଦାର ଙ୍କୁ ନେଇ ଚିନ୍ତା କରିବାକୁ ଗମ୍ଭୀର ଙ୍କୁ ଦେଇଛନ୍ତି ଉପଦେଶ l

ଶ୍ରେୟସ ଆୟାର ଙ୍କ ଅଧିନାକତ୍ୱରେ ଟିମ ଇଣ୍ଡିଆ ବର୍ତମାନ ମଧ୍ୟ ନିଜର ବିଜୟର ଖାତା ଖୋଲିବା ପାଇଁ ଅପେକ୍ଷା କରି ରହିଛି, ଅଧିନାୟକ ଆୟାର ଙ୍କ ପାଇଁ ଆୟାରଲ୍ୟାଣ୍ଡ ଗସ୍ତରେ ଟି 20 ସିରିଜ ରେ ପରାଜୟ ଥିଲା ବଡ଼ ଝଟକା, ଏହାପରେ ଇଂଲଣ୍ଡ ବିରୁଧରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ରଦ୍ଧ ହେବାପରେ ଦ୍ଵିତୀୟ ମ୍ୟାଚ ରେ ପରାଜୟ ଲାଭ କରିବା ଗୋଟିଏ ବଡ଼ ଝଟକା ଥିଲା, ଏହା ମଧ୍ୟରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି l

ୱାସିଙ୍ଗଟନ ସୁନ୍ଦର, ପ୍ରସିଦ୍ଧ କୃଷ୍ନା ଙ୍କ ସ୍ଥାନରେ ପ୍ରିନ୍ସ ଯାଦବ ଓ ସୂର୍ଯ୍ୟନ୍ସ ଶୋଡ଼ଗେ ଖେଳିଥିଲେ, ଏହାପରେ ସଂଜୁ ସେମସନ ଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଙ୍କୁ ଡେବ୍ୟୁ କରାଗଲା, ଠିକ ଏହି ସମୟରେ ପୂର୍ବ କ୍ରୀକେଟିଅର ରଜତ ପାଟିଦାର ଙ୍କ ବିଷୟରେ ଚିନ୍ତା କରିବାକୁ କହିଛନ୍ତି l

ପୂର୍ବ କ୍ରୀକେଟିଅର ଇରଫାନ ପଠାନ ଚୟନକର୍ତ୍ତା ଓ ମ୍ୟାନେଜମେଣ୍ଟ କୁ ଉପଦେଶ ଦେଇ କହିଛନ୍ତି ଭବିଷ୍ୟତରେ ରଜତ ପାଟିଦାର ଙ୍କର ନାମ ବିଚାର କରିବା ଜରୁରୀ,  ରଜତ ଙ୍କ ଅଧିନାୟକତ୍ୱ ରେ RCB ଦୁଇଥର IPL ଟ୍ରଫି ନିଜ ନାମରେ କରିଛି, ସେ ଆଜି ପର୍ଯ୍ୟନ୍ତ ଭାରତୀୟ ଦଳରେ ଡେବ୍ୟୁ ନକରି ମଧ୍ୟ ଗୋଟିଏ ଉତ୍କର୍ଷ ଖେଳାଳି l କିନ୍ତୁ ରଜତ ଭାରତ ପାଇଁ ୩ଟି ଟେଷ୍ଟ ମ୍ୟାଚ ଓ ଗୋଟିଏ ୱାନ ଡେ ଖେଳିଛନ୍ତି l ‘

IEC 2 years
Leave A Reply