Odisha news

ରାଜ ରାସ୍ତାରେ ଚାଷି : ଟିକିରି ସୀମାରେ ହଟାତ ଦିଲ୍ଲୀ ପୋଲିସ କମିଶନରଙ୍କ ପରିଦର୍ଶନ

0

ନୂଆଦିଲ୍ଲୀ : କୃଷି ନିୟମକୁ ନେଇ ସରକ ଓ କୃଷକଙ୍କ ମଧ୍ୟରେ କୌଣସି ସମାଧାନର ବାଟ ବାହାରୁନାହିଁ l ସରକାର ଚାଷୀ ମାନଙ୍କୁ କୃଷି ନିୟମରେ ସାଂସଧନ କରିବୁ କିନ୍ତୁ ତମେ ଆନ୍ଦୋଳନ ପ୍ରଥମେ ସମାପ୍ତ କର ବୋଲି ମକହିଛନ୍ତି l ସର୍ବୋପରି ଚାଷି ମାନେ ଚାହୁଁଛନ୍ତି କୃଷି ନିୟମକୁ ରଦ୍ଧ କରିବା ପାଇଁ l

ବର୍ତ୍ତମାନ ଚାଷି ମାନେ ଆନ୍ଦୋଳନକୁ ଆହୁରି ଅଧିକ ଦିନ କରିବା ପାଇଁ ଯୋଜନା କରୁଥିବା ବେଳେ ରେଳ ସେବାକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଲେଣି l ବର୍ତମାନର ଏହି ପରିସ୍ଥିତିରେ ସରକାର ମଧ୍ୟ ଆକ୍ସନ ନେବା ମୁଡ଼ରେ ଆସିଲେଣି l ସରକାର ସିନ୍ଧୁ ସୀମାରେ ଥିବା ଆନ୍ଦୋଳନ ରତ କିଛି ଚାଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରି ଦେଲେଣି l ବର୍ତ୍ତମାନ ଚାଷି ସମସ୍ୟା ସୁପ୍ରିମ କୋର୍ଟରେ l

Leave A Reply