Odisha news

ବିଜେଡି ରେ ସାମିଲ ହେଲେ ଯୁବ ବିଜେପି ସଂଗଠକ

0
ଡ଼ୁବୁରୀ : ସୁକିନ୍ଦା ବ୍ଲକ ବରାଗାଡିଆ ପଞ୍ଚାୟତ ର ଯୁବ ବିଜେପି ସଂଗଠକ ମାନେ ଆଜି ବିଧିବଦ୍ଧ ଭାବରେ ବିଜେଡି ରେ ଯୋଗ ଦାନ କରିଛନ୍ତି. ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ସ୍ୱେଚ୍ଛା ଶାସନ ଓ ଜନ ସେବା ରେ ଆକୃଷ୍ଟ ହୋଇ ଯୁବ ସଂଗଠକ କୁନା ନାୟକ,ପୁଷ୍ପଜିତ ପାତ୍ର, ଶିବୁ ନାୟକ, ସରୋଜ ନାୟକ,ସୁରେଶ ମଲ୍ଲିକ,ସିଦ୍ଧାନ୍ତ ନାୟକ,ସଞ୍ଜୟ ଦଳେଇ,ସିଲୁ ନାୟକ ପ୍ରକାଶ ଖୁଣ୍ଟିଆ,ପ୍ରମୁଖ ଙ୍କୁ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ  ! ଏହି ଉତ୍ସଭ ରେ ସୁକିନ୍ଦା ଅଦକ୍ଷ ଦିବ୍ୟରଞ୍ଜନ ବରାଳ ଉପଦକ୍ଷା ଭାଗ୍ୟଲଷ୍ମୀ ରାଉତ, ବାରାଗାଡ଼ିଆ ସରପଞ୍ଚ ପ୍ରଦୀପ କୁମାର ଦେଓ, ସମିତି ସଭ୍ୟ ମୃତୁଞ୍ଜୟ ଦେଓ, ସୁକିନ୍ଦା ଯୁବ ବିଜେଡି ସଭାପତି ସୁଜିତ ରାଉତ, ବାରାଗାଡିଆ ଯୁବ ବିଜେଡି ସଭାପତି  ପ୍ରବୋଧ ଦେଓ, ଆଲୋକ ବ୍ରହ୍ମ,ଅଜିତ ଦେଓ, ଖୋକା ଦେଓ ପ୍ରମୁଖ ଙ୍କ ସମେତ ଗ୍ରାମବାସି ଉପସ୍ଥିତ ଥିଲେ  !
Leave A Reply