Odisha news

ମୁସଲିମ୍ ରାଷ୍ଟ୍ର ମାନଙ୍କ ପକ୍ଷରୁ ଭାରତକୁ ଝଟକା

0

ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ ସହିତ ଗଲୱାନରେ ଘାଟୀକୁ ନେଇ ବିବାଦ ଚାଲିଥିବା ବେଳେ ଅନ୍ୟପଟରେ ପାକିସ୍ତାନ ତରଫରୁ ସୀମାରେ ବାରମ୍ବାର ସିଜ ଫାୟାର ଉଲଂଘନ ଓ ଆତଙ୍କବାଦୀଙ୍କ ସହିତ ସଂଘର୍ଷ ମଧ୍ୟରେ ମୁସଲିମ୍ ଦେଶ ଗୁଡିକ ତରଫରୁ ଭାରତକୁ ଝଟକା ମିଳିଛି l ଅର୍ଗାନାଇଜେସନ ଅଫ ଇସ୍ଲାମିକ କର୍ପୋରେସନ ଜାମୁ କାଶ୍ମୀରର ବର୍ତମାନର ପରିସ୍ଥିକୁ ନେଇ ଏକ ଅପତା କାଳୀନ ବୈଠକ ଡାକିଛନ୍ତି l

OIC ସୋମବାର ଦିନ ଏକ ଭିଡିଓ କନ୍ଫର୍ରେସିଂ ଜରିଆରେ ଏକ ଅପାତ କାଳୀନ ବୈଠକ ଆୟୋଜିତ କରିଛି l ଏହି ବୈଠକରେ କାଶ୍ମୀର ବିଷୟରେ ଚର୍ଚା ହେବ l OIC ଏକ ବୟାନରେ କହିଛି ଯେ ଅନଲାଇନ ର ଏହି ବୈଠକରେ ଜାମୁ କାଶ୍ମୀରର ବିଦେଶ ମନ୍ତ୍ରୀ ଓ OIC ର ସଦସ୍ୟ ମାନେ ଉପସ୍ଥିତ ରହିବେ l OIC ସଦସ୍ୟ ଭୁକ୍ତ ଦେଶ ଗୁଡିକ ହେଲେ ଅଯର ବେଈଜନ ,ନାଇଜର ,ପାକିସ୍ତାନ ,ସୌଦିଆରବ ଓ ତୁର୍କୀ ଇତ୍ୟାଦି ରହିବେ l

Leave A Reply