ଭଦ୍ରକ : ଜିଲ୍ଳାରୁ ଆଜି ନୂଆ କରୋନା ଆକ୍୍ରାନ୍ତ ଭାବେ ୮୯ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୦ ହୋଇଛି । ସେମାନଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୦୬୧ଜଣ ଏବଂ ଆକ୍ରାନ୍ତ ଭାବେ ଚିକିତ୍ସାଧିନ ଅଛନ୍ତି ୮୬୩ ଜଣ । ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଚିିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରୁ ଜଣେ, ଭଦ୍ରକ ବ୍ଲକ କୋଡବରୁଆଁ ପଞ୍ଚାୟତରୁ ଜଣେ, ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରୁ ଜଣେ, ତିହିଡି ବ୍ଲକ ସାହାପୁର ପଞ୍ଚାୟତରୁ ଜଣେ, ଚାନ୍ଦବାଲି ଏନ୍ଏସିର ଏସ୍ଏନ୍ କଲୋନୀରୁ ଜଣେ ।
ସେହିଭଳି ଲୋକାଲ କଣ୍ଟାକଫରୁ ଚିହ୍ନଟ ହୋଇଛନ୍ତି ଧାମନଗର ବ୍ଲକ ତାଳପଦା ପଞ୍ଚାୟତରୁ ୬ଜଣ, ସୋହଡା ପଞ୍ଚାୟତରୁ ଜଣେ, ପାଳସାହିରୁ ୨ଜଣ, ରାଧାବଲ୍ଲଭପୁରରୁ ଜଣେ, ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତରୁ ୩, ରାଜଘରପୋଖରୀରୁ ୪, ଗୁଆଗଡିଆରୁ ୬, ବାଲିମେଦରୁ ୨ଜଣ, ବରଣ୍ଡୁଆରୁ ୩ଜଣ, ଅଢୁଆଁରୁ ୨ଜଣ, ଇରମରୁ ଜଣେ, ସୁଗୋରୁ ଜଣେ, ବ୍ରାହ୍ମଣୀଗାଁରୁ ଜଣେ, ଲକ୍ଷ୍ମୀଦାସପୁରରୁ ଜଣେ, ବିଦେଇପୁରରୁ ଜଣେ, ନରସିଂହପୁରରୁ ଜଣେ, ପଦ୍ମପୁରରୁ ଜଣେ, ବାସୁଦେବପୁର ପୌରପାଳିକାର ମନ୍ଦାରୀରୁ ଜଣେ, ଭଦ୍ରକ ପୌରପାଳିକାର ୧୧ ନଂ ଓ୍ୱାର୍ଡରୁ ୫ଜଣ, ୬ ନଂ ଓ୍ୱାର୍ଡରୁ ଜଣେ, ୧୭ ନଂ ଓ୍ୱାର୍ଡରୁ ୨ଜଣ, ୨୧ ନଂ ଓ୍ୱାର୍ଡରୁ ୩ଜଣ, ୧୦ ନଂ ଓ୍ୱାର୍ଡରୁ ଜଣେ, ୧୩ ନଂ ଓ୍ୱାର୍ଡରୁ ଜଣେ, ୧୫ ନଂ ଓ୍ୱାର୍ଡରୁ ଜଣେ, ୧୮ ନଂ ଓ୍ୱାର୍ଡରୁ ଜଣେ, ୭ ନଂ ଓ୍ୱାର୍ଡରୁ ୨ଜଣ, ୮ ନଂ ଓ୍ୱାର୍ଡରୁ ଜଣେ, ତିହିଡି ଭାଟପଡା ପଞ୍ଚାୟତରୁ ୪ଜଣ, ପାଳିଆବିନ୍ଧାରୁ ଜଣେ, ଇଶାଣପୁର ପଞ୍ଚାୟତରୁ ଜଣେ, କାଁପଡାରୁ ଜଣେ, ମୁକୁନ୍ଦପୁରରୁ ଜଣେ, ଚାନ୍ଦବାଲି ବ୍ଲକ ପାଞ୍ଚପଡା ପଞ୍ଚାୟତରୁ ୨ଜଣ, ଧାମରାରୁ ଜଣେ, ନନ୍ଦପୁରରୁ ଜଣେ, ଗୋପିନାଥପୁରରୁ ଜଣେ, ଚାନ୍ଦବାଲ ଏନ୍ଏସିର ୫ ନଂ ଓ୍ୱାର୍ଡରୁ ଜଣେ, ଭଦ୍ରକ ବ୍ଲକ ଅେ„ଇପଲ୍ଲୀରୁ ୪ଜଣ, କୋରକୋରାରୁ ୨ଜଣ, ବନ୍ତ ବ୍ଲକ ବଡମହିଷିଗୋଠରୁ ଜଣେ, ଅଣିଜୋରୁ ଜଣେ, ଆଡିଆରୁ ଜଣେ, ବନ୍ତରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପଞ୍ଚାୟତରୁ ଜଣେ, ଦକ୍ଷିଣବାଡ ପଞ୍ଚାୟତରୁ ଜଣେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।